ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
୧. ଯେବେ ଆମେ ସୁସମାଚାର ଉପରେ ବିଶ୍ୱାସ କରୁ, ତେବେ ଏହାର ଆମ ଉପରେ କʼଣ ପ୍ରଭାବ ପଡ଼େ ? (ଫିଲିପ୍. ୧:୨୭; ୩:୮)
୨. ସୁସମାଚାର ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଏ ? (କଲ. ୧:୫, ୬)
୩. ଆମେ ସୁସମାଚାର କାହିଁକି ପ୍ରଚାର କରୁ ? (୨ ପିତ. ୩:୧୧, ୧୨; ୧ କରି. ୯:୧୯, ୨୩)
୪. ଆମେ କେଉଁ ଉପାୟଗୁଡ଼ିକରେ ଈଶ୍ୱରଙ୍କ ସେବକ ହେବାର ପ୍ରମାଣ ଦେଉ ? (୨ କରି. ୬:୪-୧୦)
୫. ସୁସମାଚାର ଆମକୁ କʼଣ ଶିଖାଉଛି ? (ତୀତ. ୨:୧୧-୧୪)
© 2024 Watch Tower Bible and Tract Society of Pennsylvania
CA-copgm25-OI