इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

‘ସୁସମାଚାରର ଯୋଗ୍ୟ ଲୋକଙ୍କ ଭଳି ଆଚରଣ କରନ୍ତୁ’

‘ସୁସମାଚାରର ଯୋଗ୍ୟ ଲୋକଙ୍କ ଭଳି ଆଚରଣ କରନ୍ତୁ’

ଫିଲିପ୍‌ପୀୟ ୧:୨୭

ସକାଳ କାର୍ଯ୍ୟକ୍ରମ

  • ୯:୪୦ ସଂଗୀତ

  • ୯:୫୦ ଗୀତ ସଂ. ୩୫ ଏବଂ ପ୍ରାର୍ଥନା

  • ୧୦:୦୦ କʼଣ ସୁସମାଚାର ଆପଣଙ୍କ ଜୀବନକୁ ବଦଳାଉଛି ?

  • ୧୦:୧୫ ପରିଚର୍ଚ୍ଚା: ସେମାନେ ସୁସମାଚାର ଅନୁସାରେ ବଞ୍ଚିଲେ

    • • ସ୍ତିଫାନ

    • • ଫିଲିପ୍ପ

    • • ଆକ୍ୱିଲା ଓ ପ୍ରୀସ୍କିଲ୍ଲା

    • • ତୀତସ

  • ୧୧:୦୫ ଗୀତ ସଂ. ୭୬ ଏବଂ ଘୋଷଣା

  • ୧୧:୧୫ ଈଶ୍ୱରଙ୍କ ଭକ୍ତିର କାମଗୁଡ଼ିକରେ ଲାଗି ରହନ୍ତୁ

  • ୧୧:୩୫ ବାପ୍ତିସ୍ମ: ଲଗାତାର ସୁସମାଚାରର ଅଧୀନରେ ରହନ୍ତୁ

  • ୧୨:୦୫ ଗୀତ ସଂ. ୩୭

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ସଂଗୀତ

  • ୧:୩୦ ଗୀତ ସଂ. ୫୬ ଏବଂ ପ୍ରାର୍ଥନା

  • ୧:୩୫ ବାଇବଲ ଆଧାରିତ ଜନ ଭାଷଣ: କʼଣ ଆପଣଙ୍କୁ ଭରସା ଅଛି ଯେ ଆପଣଙ୍କ ବିଶ୍ୱାସ ସତ ?

  • ୨:୦୫ ପ୍ରହରୀଦୁର୍ଗର ସାରାଂଶ

  • ୨:୩୫ ଗୀତ ସଂ. ୨୪ ଏବଂ ଘୋଷଣା

  • ୨:୪୫ ପରିଚର୍ଚ୍ଚା: ଆମେ ଈଶ୍ୱରଙ୍କ ସେବକ ହେବାର ପ୍ରମାଣ ଦେଉ

    • • ଧୈର୍ଯ୍ୟ ଧରି

    • • କୃପାର ସହ ବ୍ୟବହାର କରି

    • • ସଚ୍ଚୋଟ ରହି

  • ୩:୩୦ ସୁସମାଚାର ଆମକୁ କʼଣ ଶିଖାଉଛି ?

  • ୪:୦୦ ଗୀତ ସଂ. ୨୯ ଏବଂ ପ୍ରାର୍ଥନା