इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବିଜ୍ଞପ୍ତି

ବିଜ୍ଞପ୍ତି

ବିଜ୍ଞପ୍ତି

ଚ୍ରିତସବୁରେ ଥିବା ସମସ୍ତ ବ୍ୟକ୍ତିଙ୍କର କିଛିନା କିଛି ଜରୁରୀ ଆବଶ୍ୟକତା ରହିଛି । ଆପଣଙ୍କ ନିଜର ମଧ୍ୟ ସେଭଳି ଆବଶ୍ୟକତା ସବୁ ରହିଛି । ଆପଣଙ୍କ ସମସ୍ୟା ସବୁର ସମାଧାନ ନିମନ୍ତେ ଆପଣ ସାହାଯ୍ୟ ଆବଶ୍ୟକ କରିଥାʼନ୍ତି । ଜୀବନଟା କାହିଁକି ଯେ ଏଡ଼େ କ୍ଳେଶପୂର୍ଣ୍ଣ ଅଟେ, ଏହା ବୁଝିବାଟା ଆପଣଙ୍କ ପକ୍ଷରେ ଆବଶ୍ୟକୀୟ ହୋଇ ପଡ଼ିଥାଏ । ଭବିଷ୍ୟତ୍‌ରେ ଆପଣଙ୍କୁ ଦୃଢ଼ବିଶ୍ୱାସ ଯୋଗାଇ ଦେବା ନିମନ୍ତେ ଆପଣ କିଛି ଗୋଟାଏ ସାହାଯ୍ୟ ଆବଶ୍ୟକ କରିଥାʼନ୍ତି । ସର୍ବୋପରି, ଈଶ୍ୱରଙ୍କ ଉଦ୍ଦେଶ୍ୟ ସମୂହରେ ଆପଣ କିଭଳି ଭାବେ ଅଂଶଗ୍ରହଣ କରିପାରିବେ, ଏ ବିଷୟରେ ମଧ୍ୟ ଜାଣିବା ଆପଣଙ୍କ ପକ୍ଷରେ ଆବଶ୍ୟକୀୟ ହୋଇ ଉଠିଥାଏ ।

ବାଇବଲ ଆପଣଙ୍କର ଏହି ସମସ୍ତ ଆବଶ୍ୟକତାକୁ ଯୋଗାଇ ଦେଇ ପାରିବ । କିନ୍ତୁ ଏହା ଯେ କିପରି ହୋଇପାରିବ, ତାହା ଆପଣ ଜାଣିବାକୁ ଚାହାନ୍ତି କି ? ଜ୍ଞାନ ଯାହା ଅନନ୍ତ ଜୀବନକୁ ନେଇଥାଏ ନାମକ ପୁସ୍ତକଟି ଆପଣଙ୍କୁ ଏସବୁ ଜଣାଇ ଦେବ । ଯଦି ଆପଣ ଉକ୍ତ ପୁସ୍ତକରୁ ଖଣ୍ଡେ ପାଇବାକୁ ଚାହୁଁଥାʼନ୍ତି, ତେବେ Watch Tower Society, H-58 Old Khandala Road, Lonavla 410 401, Mah., ଏହି ଠିକଣାକୁ ଟ. ୧୫.୦୦ ପଠାନ୍ତୁ ।