ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’

ନିହିମୀୟା ଯିରୂଶାଲମର ପ୍ରାଚୀର ତିଆରି କାମ କରିବା ଓ ଯିହୋବାଙ୍କ ଶୁଦ୍ଧ ଉପାସନାକୁ ପୁଣି ଆରମ୍ଭ କରିବା ପାଇଁ ନେତୃତ୍ୱ ନିଅନ୍ତି ।

ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୧

ବିଭିନ୍ନ ପ୍ରକାରର ବିରୋଧ ସତ୍ତ୍ୱେ ନିହିମୀୟା ଯିରୂଶାଲମର ପ୍ରାଚୀର ପୁଣି ତିଆରି କରିବା କାମ ଜାରି ରଖିଲେ ।

ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୨

ପ୍ରାଚୀର ପୁଣି ତିଆରି ହୋଯାଇଛି, କିନ୍ତୁ କʼଣ ନିହିମୀୟା ଇସ୍ରାଏଲ ରାଷ୍ଟ୍ରକୁ ପୁଣି ଯିହୋବାଙ୍କ ଉପାସନା ସଠିକ୍‌ ଭାବେ କରିବାରେ ସାହାଯ୍ୟ କରିପାରିବେ ?