इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୧

ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୧

ଯିହୋବାଙ୍କ ମହାନ ନଗରର ପ୍ରାଚୀର ପୁଣି ତିଆରି କରିବା ପାଇଁ ନିହିମୀୟା ଶୂଶନ୍‌ର ରାଜମହଲରେ ଥିବା ନିଜ ପଦବୀକୁ ଛାଡ଼ି ଦିଅନ୍ତି । ତାଙ୍କ ପାଇଁ ଏତେ ବଡ଼ ନଗରର ପ୍ରାଚୀର ପୁଣି ତିଆରି କରିବା ସହଜ ନ ଥିଲା । ତା ଛଡ଼ା ତାଙ୍କୁ ଆହୁରି ଅନେକ ସମସ୍ୟାର ସାମନା ମଧ୍ୟ କରିବାକୁ ପଡ଼ିଲା । କʼଣ କେବଳ ପ୍ରାର୍ଥନା ଓ ସାହସ ସାହାଯ୍ୟରେ ସେ ଏହି କାମକୁ ପୂରା କରିପାରିବେ ?