इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୨

ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୨

ଯିରୂଶାଲମର ନଗର ପ୍ରାଚୀର ପୁଣି ତିଆରି କାମ ଶେଷ ହେଲା ପରେ, ନିହିମୀୟାଙ୍କୁ ଆଉ ଏକ ସମସ୍ୟାର ସାମନା କରିବାକୁ ପଡ଼େ । ଅନେକ ବର୍ଷରୁ ଇସ୍ରାଏଲ ରାଷ୍ଟ୍ର ସଠିକ୍‌ ଉପାୟରେ ଯିହୋବାଙ୍କ ଉପାସନା କରିବା ଛାଡ଼ି ଦେଇଛି । ଶୁଦ୍ଧ ଉପାସନାକୁ ପୁଣି ଆରମ୍ଭ କରିବା ପାଇଁ ନିହିମୀୟା, ଏଜ୍ରା ଓ ମଲାଖି ମିଶି କାମ କରନ୍ତି ।