ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ—ଭିଡିଓ

ସର୍ବସାଧାରଣରେ ପଢ଼ିବା ଓ ଶିଖାଇବାର ଜରୁରୀ ଦକ୍ଷତାଗୁଡ଼ିକ ବଢ଼ାନ୍ତୁ।

ଅଧ୍ୟୟନ ୧

ଫଳପ୍ରଦ ଆରମ୍ଭ କରିବା

ଆପଣ ଏପରି କʼଣ କରିପାରିବେ, ଯାହାଫଳରେ ଆପଣ ଯାହା କହିବାକୁ ଯାଉଛନ୍ତି ତାକୁ ଆପଣଙ୍କ ଶ୍ରୋତାମାନେ ଶୁଣିବାକୁ ଆଗ୍ରହୀ ହେବେ?

ଅଧ୍ୟୟନ ୨

କଥାବାର୍ତ୍ତାର ଶୈଳୀରେ କହିବା

କଥାବାର୍ତ୍ତା କରିବା ସମୟରେ ଆପଣଙ୍କ ଶ୍ରୋତାମାନଙ୍କୁ ଅଡ଼ୁଆରେ ନ ପକାଇବା ପାଇଁ ଆପଣ କʼଣ କରିପାରିବେ ?

ଅଧ୍ୟୟନ ୬

ପଦକୁ ସ୍ପଷ୍ଟ ଭାବେ ବୁଝାଇବା

ପଦ ପଢ଼ିବା ପରେ ଆପଣ ଏପରି କʼଣ କରିବା ଉଚିତ୍‌, ଯାହାଫଳରେ ଶ୍ରୋତାମାନେ ଆପଣଙ୍କ ପଦ ପଢ଼ିବାର ଉଦ୍ଦେଶ୍ୟକୁ ବୁଝିପାରିବେ ?

ଅଧ୍ୟୟନ ୭

ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା

ଆପଣ କିପରି ନିଶ୍ଚିତ ହୋଇପାରିବେ ଯେ ଆପଣ ସଠିକ୍‌ ତଥ୍ୟ ଦେଉଛନ୍ତି ?

ଅଧ୍ୟୟନ ୮

ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା

ମହାନ ଶିକ୍ଷକଙ୍କ ଭଳି ଆପଣ ଦୃଷ୍ଟାନ୍ତଗୁଡ଼ିକୁ କିପରି ଫଳପ୍ରଦ ଭାବେ ବ୍ୟବହାର କରିପାରିବେ ?

ଅଧ୍ୟୟନ ୯

ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା

କୌଣସି ଚିତ୍ର କିମ୍ବା ଆପଣ ଦେଖାଉଥିବା ଅନ୍ୟାନ୍ୟ ଜିନିଷଗୁଡ଼ିକର କିପରି ସଠିକ୍‌ ବ୍ୟବହାର କରିପାରିବେ, ଯାହାଫଳରେ ଶ୍ରୋତାମାନେ ମୁଖ୍ୟ କଥାଗୁଡ଼ିକୁ ଭଲ ଭାବେ ବୁଝିପାରିବେ ?

ଅଧ୍ୟୟନ ୧୦

ସ୍ୱରରେ ପରିବର୍ତ୍ତନ ଆଣିବା

ଆପଣ ସ୍ୱରରେ ପରିବର୍ତ୍ତନ କିପରି ଆଣିବେ ଯାହାଦ୍ୱାରା ଶ୍ରୋତାମାନେ କଥାଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝିପାରିବେ ଏବଂ ସେମାନଙ୍କର ଭାବନା ଓ ଆବେଗଗୁଡ଼ିକ ଜାଗ୍ରତ ହେବ ?

ଅଧ୍ୟୟନ ୧୧

ଉତ୍ସାହର ସହିତ କହିବା

ଆପଣ ଉତ୍ସାହର ସହିତ କିପରି କଥା ହୋଇପାରିବେ, ଯାହାଫଳରେ ଶ୍ରୋତାମାନଙ୍କ ମନରେ ଉତ୍ସାହ ଭରିପାରିବେ ଏବଂ ପଦକ୍ଷେପ ନେବା ପାଇଁ ପ୍ରେରିତ କରିପାରିବେ ?

ଅଧ୍ୟୟନ ୧୨

ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା

ଆପଣ ଶ୍ରୋତାମାନଙ୍କୁ ପ୍ରକୃତ ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି କିପରି ଦେଖାଇପାରିବେ ?

ଅଧ୍ୟୟନ ୧୩

ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା

ଆପଣ କୌଣସି ବିଷୟକୁ କିପରି ଉପସ୍ଥାପନ କରିବେ, ଯାହାଦ୍ୱାରା ଶ୍ରୋତାମାନେ ତଥ୍ୟକୁ ଲାଗୁ କରିବାର ଲାଭ ବୁଝିପାରିବେ ଏବଂ ପଦକ୍ଷେପ ନେବା ପାଇଁ ଉତ୍ସାହିତ ହେବେ ?

ଅଧ୍ୟୟନ ୧୪

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ଆପଣଙ୍କ ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରନ୍ତୁ, ଯାହାଫଳରେ ଆପଣଙ୍କ ଶ୍ରୋତାମାନେ ଧ୍ୟାନ ଦେଇ ଶୁଣିପାରିବେ ଏବଂ ବୁଝିପାରିବେ ।

ଅଧ୍ୟୟନ ୧୫

ଦୃଢ଼ ବିଶ୍ୱାସର ସହିତ କହିବା

ଆପଣ ଭାଷଣ ଦେବା ଏବଂ ପ୍ରଚାର କରିବା ସମୟରେ ଦୃଢ଼ ବିଶ୍ୱାସର ସହିତ କିପରି କଥା ହୋଇପାରିବେ ?

ଅଧ୍ୟୟନ ୧୬

ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା

କଥାବାର୍ତ୍ତା ସମୟରେ ଶ୍ରୋତାମାନଙ୍କ ଉତ୍ସାହ ଓ ମନୋବଳ ବଢ଼ାଇବା ପାଇଁ ଆମକୁ କେଉଁ ତିନୋଟି କଥା ସାହାଯ୍ୟ କରିବ ?

ଅଧ୍ୟୟନ ୧୭

ଅନ୍ୟମାନେ ବୁଝିବା ପାଇଁ ସହଜ କରିବା

ଶ୍ରୋତାମାନଙ୍କୁ ଆପଣଙ୍କ ବାର୍ତ୍ତାର ଅର୍ଥ ବୁଝିବା ପାଇଁ ସାହାଯ୍ୟ କରିବା ବେଳେ ଆପଣ କେଉଁ ଭୁଲ କରିବା ଉଚିତ୍‌ ନୁହେଁ ?

ଅଧ୍ୟୟନ ୧୮

ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା

ଶ୍ରୋତାମାନଙ୍କୁ ଗଭୀର ଭାବେ ଚିନ୍ତନ କରିବା ପାଇଁ ଏବଂ ସେମାନଙ୍କ ଲାଭ ହେବା ଭଳି କିଛି ଶିଖାଇବା ପାଇଁ ଆପଣ କʼଣ କରିପାରିବେ ?

ଅଧ୍ୟୟନ ୧୯

ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା

ଶ୍ରୋତାମାନେ ସଠିକ୍‌ ଉଦ୍ଦେଶ୍ୟ ରଖି ପ୍ରତ୍ୟେକ କାମ କରିବା ପାଇଁ ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ?

ଅଧ୍ୟୟନ ୨୦

ଫଳପ୍ରଦ ସମାପ୍ତି କରିବା

ଆପଣ ମଣ୍ଡଳୀରେ ଭାଷଣ ଦେବା ବେଳେ ବା ପ୍ରଚାର କରିବା ବେଳେ ଶେଷ ଆଡ଼କୁ ନିଜ ଶ୍ରୋତାମାନଙ୍କୁ କʼଣ କରିବା ପାଇଁ ପ୍ରେରିତ କରିପାରିବେ ?

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

ବହି ଓ ପୁସ୍ତିକା

ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ

ଏହି ପ୍ରକାଶନକୁ ଏପରି ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଆପଣ ଲୋକମାନଙ୍କ ଆଗରେ ପଢ଼ିବା, କଥାବାର୍ତ୍ତା କରିବା ଓ ଶିଖାଇବାର ନିଜ ଦକ୍ଷତାକୁ ବଢ଼ାଇପାରିବେ ।