इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ୧୪

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

କʼଣ ଆପଣ କିଛି ତଥ୍ୟ ଦେବାକୁ ଚାହାନ୍ତି, କୌଣସି କଥାକୁ ସତ୍ୟ ପ୍ରମାଣିତ କରିବାକୁ ଚାହାନ୍ତି, ନା କୌଣସି ପଦକ୍ଷେପ ନେବା ପାଇଁ ଶ୍ରୋତାମାନଙ୍କୁ ପ୍ରେରିତ କରିବାକୁ ଚାହାନ୍ତି ? ଆପଣ ଯେଉଁ ମୁଖ୍ୟ କଥାଗୁଡ଼ିକୁ ବାଛନ୍ତି ଏବଂ ଯେଉଁ କ୍ରମରେ କଥାଗୁଡ଼ିକୁ ସଜାନ୍ତି, ତାହା ଆପଣଙ୍କ ଉଦ୍ଦେଶ୍ୟକୁ ହାସଲ୍‌ କରିବା ପାଇଁ ସାହାଯ୍ୟ କରିବ ।