ବାଇବଲର ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଗୁଡ଼ିକ—ଭିଡିଓ
ଏହି ଛୋଟ ଛୋଟ ଭିଡିଓଗୁଡ଼ିକ ବାଇବଲ ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଏ ।
କ’ଣ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ?
କʼଣ ଯୀଶୁ ଓ ସର୍ବଶକ୍ତିମାନ ଈଶ୍ୱର ଜଣେ ବ୍ୟକ୍ତି ଅଟନ୍ତି ନା ସେମାନେ ଦୁହେଁ ଅଲଗା ଅଲଗା ବ୍ୟକ୍ତି ଅଟନ୍ତି ?
କ’ଣ ଈଶ୍ୱରଙ୍କର ଉପାସନା କରିବା ପାଇଁ ମୂର୍ତ୍ତିଗୁଡ଼ିକର ବ୍ୟବହାର କରିବା ଠିକ୍ ?
ଆମେ ଈଶ୍ୱରଙ୍କୁ ଦେଖିପାରି ନ ଥାଉ । କିନ୍ତୁ କʼଣ ମୂର୍ତ୍ତିଗୁଡ଼ିକ ଓ ଚିତ୍ରଗୁଡ଼ିକ ସାହାଯ୍ୟରେ ଆମେ ତାଙ୍କ ନିକଟବର୍ତ୍ତୀ ହୋଇପାରିବା ?
କʼଣ ଅଶ୍ଳୀଳ ଚିତ୍ର ଓ ଭିଡିଓଗୁଡ଼ିକ ଦେଖିବା ଈଶ୍ୱରଙ୍କ ଦୃଷ୍ଟିରେ ପାପ ଅଟେ ?
କʼଣ “ଅଶ୍ଳୀଳ ଚିତ୍ର ଓ ଭିଡିଓ” ଭଳି ଶବ୍ଦ ବାଇବଲରେ ଦିଆଯାଇଛି ? ଆମେ କିପରି ଜାଣିବା ଯେ ଈଶ୍ୱର ଏବିଷୟରେ କʼଣ ଭାବନ୍ତି ?
ଈଶ୍ୱରଙ୍କ ରାଜ୍ୟ ୧୯୧୪ରୁ ଶାସନ କରୁଛି
ପ୍ରାୟ ୨,୬୦୦ ବର୍ଷ ପୂର୍ବେ ଯିହୋବା ଜଣେ ଶକ୍ତିଶାଳୀ ରାଜାକୁ ଯେଉଁ ସ୍ୱପ୍ନ ଦେଖାଇଥିଲେ, ତାହା ପ୍ରକୃତରେ ଗୋଟିଏ ଭବିଷ୍ୟତବାଣୀ ଥିଲା । ସେହି ଭବିଷ୍ୟତବାଣୀ ଆଜି ପୂରା ହେଉଛି ।