इस जानकारी को छोड़ दें

ନିର୍ଯ୍ୟାତନା ସମୟରେ ମଜବୁତ୍‌ ରହନ୍ତୁ

ନିର୍ଯ୍ୟାତନା ସମୟରେ ମଜବୁତ୍‌ ରହନ୍ତୁ

ଅନେକ ଦେଶରେ ଯିହୋବାଙ୍କ ସାକ୍ଷୀ ନିର୍ଯ୍ୟାତନା ସତ୍ତ୍ୱେ ଈଶ୍ୱରଙ୍କ ବିଶ୍ୱସ୍ତ ରହିଲେ । ଆସନ୍ତୁ ଦୁଇଟି ଦେଶର ସାକ୍ଷୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଏହାର ବଢ଼ିଆ ଉଦାହରଣ ଥିଲେ । ଗୋଟିଏ, ନାଜି ଜର୍ମାନୀର ଏବଂ ଆଉ ଗୋଟିଏ ସୋଭିଏତ ସଂଘର ସାକ୍ଷୀ ।