इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୨୧

ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା

ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା

(ମାଥିଉ ୬:୩୩)

  1. ୧. ରାଜ୍ୟର ପ୍ରାଥମିକତା,

    ଲୋକଙ୍କୁ ଜଣାଇବା ।

    ପ୍ରଭୁଙ୍କ ଆଜ୍ଞା ମାନିବା,

    ଶୈ-ତାନ୍‌କୁ ହରାଇବା ।

    (ଘୋଷା)

    କରିବା ଅନୁସନ୍ଧାନ,

    “ରାଜ୍ୟ ଓ ଧାର୍ମିକତା !”

    ପାଇବା ଜୀବନେ ଆମେ,

    ଯିହୋବାଙ୍କ ଆଶିଷ ।

  2. ୨. ଯୀଶୁ ଯେ କହି ଅଛନ୍ତି,

    କାଲିର ଚିନ୍ତା ନ କର୍‌ ।

    ପ୍ରଭୁଙ୍କୁ କଲେ ବିଶ୍ୱାସ,

    ଶାନ୍ତି ନିଶ୍ଚୟ ଦେବେ ।

    (ଘୋଷା)

    କରିବା ଅନୁସନ୍ଧାନ,

    “ରାଜ୍ୟ ଓ ଧାର୍ମିକତା !”

    ପାଇବା ଜୀବନେ ଆମେ,

    ଯିହୋବାଙ୍କ ଆଶିଷ ।

  3. ୩. ଦେବା ଯେ ପ୍ରଥମ ସ୍ଥାନ,

    “ଈଶ୍ୱରଙ୍କ ରାଜ୍ୟକୁ ।”

    ଜୀବନର ସବୁ ଆଶା,

    ପୂରଣ ଆମ ହେବ ।

    (ଘୋଷା)

    କରିବା ଅନୁସନ୍ଧାନ,

    “ରାଜ୍ୟ ଓ ଧାର୍ମିକତା !”

    ପାଇବା ଜୀବନେ ଆମେ,

    ଯିହୋବାଙ୍କ ଆଶିଷ ।