ଗୀତ ୩୫
ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଚିହ୍ନନ୍ତୁ
-
୧. ଜରୁରୀ କଥା ଜାଣୁ ଆଜି
ସତ କʼଣ ମିଛ କʼଣ;
ଜୀବନରେ କʼଣ ମୁଖ୍ୟ
ଦେଉ ଆମେ ତୁମରି ସାକ୍ଷ୍ୟ ।
(ଘୋଷା)
ପ୍ରେମ କରୁ ଧାର୍ମିକକୁ,
ନୁହେଁ ଦୁଷ୍ଟ,
ଯିହୋବା ଖୁସି ହୁଅନ୍ତି ଯେବେ;
ସବୁ ଭଲ
କଥା ଶିଖୁ, ଜାଣୁ ଓ ବୁଝୁ ।
-
୨. ମହତ୍ତ୍ୱପୂର୍ଣ୍ଣ ସୁସମାଚାର
କରୁ ସଭିଁଙ୍କୁ ପ୍ରଚାର ।
ସତ୍ୟ ପାଇଁ ଯେ ବ୍ୟାକୁଳ,
କରୁ ଆମେ ତାଙ୍କୁ ସବଳ ।
(ଘୋଷା)
ପ୍ରେମ କରୁ ଧାର୍ମିକକୁ,
ନୁହେଁ ଦୁଷ୍ଟ,
ଯିହୋବା ଖୁସି ହୁଅନ୍ତି ଯେବେ;
ସବୁ ଭଲ
କଥା ଶିଖୁ, ଜାଣୁ ଓ ବୁଝୁ ।
-
୩. ଉତ୍ତମ କାମ କରୁ ଯେବେ
ପ୍ରକୃତ ସନ୍ତୁଷ୍ଟି ପାଉ ।
ସୀମାହୀନ ଶାନ୍ତି ତୁମ
ରକ୍ଷା କରେ ମନକୁ ଆମ ।
(ଘୋଷା)
ପ୍ରେମ କରୁ ଧାର୍ମିକକୁ,
ନୁହେଁ ଦୁଷ୍ଟ,
ଯିହୋବା ଖୁସି ହୁଅନ୍ତି ଯେବେ;
ସବୁ ଭଲ
କଥା ଶିଖୁ, ଜାଣୁ ଓ ବୁଝୁ ।
(ଗୀତ. ୯୭:୧୦; ଯୋହ. ୨୧:୧୫-୧୭; ଫିଲିପ୍. ୪:୭ ମଧ୍ୟ ଦେଖନ୍ତୁ ।)