इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୪୦

ଆମେ କାହାର ?

ଆମେ କାହାର ?

(ରୋମୀୟ ୧୪:୮)

  1. ୧. ସେବକ କାହା ତୁ ?

    ମାନୁ କାହାର ଆଜ୍ଞା ?

    ଜାଣ ଯେ ସେ ହିଁ ତୋ ଈଶ୍ୱର,

    ଯାହାର କଥାରେ ଚାଲୁ

    କରିବୁ ନାହିଁ ଯେ

    ଦୁଇ ପ୍ରଭୁଙ୍କ ସେବା

    ଶେଷରେ ବାଛିବୁ, ତୋ ଈଶ୍ୱର

    ଦେବୁ ହୃଦୟ ତାଙ୍କୁ

  2. ୨. ସେବକ କାହା ତୁ ?

    ମାନୁ କାହାର ଆଜ୍ଞା ?

    ଜଣେ ଯେ ସତ୍ୟ, ଜଣେ ମିଥ୍ୟା

    ବାଛିବୁ କାହାକୁ ଭାବ !

    ଜଗତ ରାଜାଙ୍କୁ

    କରିବା କି ବିଶ୍ୱାସ ?

    ଈଶ୍ୱରଙ୍କ ଆଦେଶ ମାନିଲେ

    ପାଉ ଖୁସି ସେବାରେ

  3. ୩. ସେବକ ତୋର ମୁଁ

    ମାନେ ଯିହୋବାଙ୍କୁ ମୁଁ ।

    ପ୍ରତିଜ୍ଞା କଲି ଯିହୋବାଙ୍କୁ

    କରିବି ସଂକଳ୍ପବଦ୍ଧ

    ଭାରି ମୂଲ୍ୟ ଦେଇ

    ମୋତେ ଯେ କିଣିଛ

    ବଞ୍ଚିବି ମୁଁ ଯିହୋବାଙ୍କ ପାଇଁ

    ଗାଇବି ଗୁଣଗାନ