ଗୀତ ୬୭
ବାକ୍ୟର ପ୍ରଚାର କର
-
୧. ଯିହୋବା ଦେଇଛ କାମ
ପୂରା କରୁ ଶେଷ ପରିଣାମ
ସାଇତି ରଖୁ ଆଶା ହୃଦେ
ପ୍ରସ୍ତୁତ ଆମେ କହିବୁ ସଦା
(ଘୋଷା)
କରୁ ପ୍ରଚାର୍
କରୁ ବାକ୍ୟର ପ୍ରଚାର ।
ହଁ ପ୍ରଚାର,
ଅସ୍ଥାୟୀ ଦୁନିଆରେ ।
ହଁ ପ୍ରଚାର,
ନମ୍ର ଲୋକଙ୍କୁ କହୁ,
ହଁ ପ୍ରଚାର,
ପ୍ରାଣ ବଞ୍ଚୁ ।
-
୨. ସଂସାରେ ଭରିଛି ଦୁଷ୍ଟ ।
ସହିବାକୁ ପଡ଼େ କେତେ କଷ୍ଟ ।
ଘୃଣା କରିବେ ଯେ ତୋ କାମ
କହିବି ନ ଡରି ତୁମ ନାମ
(ଘୋଷା)
କରୁ ପ୍ରଚାର୍
କରୁ ବାକ୍ୟର ପ୍ରଚାର ।
ହଁ ପ୍ରଚାର,
ଅସ୍ଥାୟୀ ଦୁନିଆରେ ।
ହଁ ପ୍ରଚାର,
ନମ୍ର ଲୋକଙ୍କୁ କହୁ,
ହଁ ପ୍ରଚାର,
ପ୍ରାଣ ବଞ୍ଚୁ ।
-
୩. ଦେଖିବୁ ଖୁସିର ଦିନ ।
ଯେତେ ଶିଖୁ ତୁମର ବଚନ
କହୁ ଆମେ ଉଦ୍ଧାର ଦିନ
କରୁ ଯିହୋବାଙ୍କ ଜୟଗାନ
(ଘୋଷା)
କରୁ ପ୍ରଚାର୍
କରୁ ବାକ୍ୟର ପ୍ରଚାର ।
ହଁ ପ୍ରଚାର,
ଅସ୍ଥାୟୀ ଦୁନିଆରେ ।
ହଁ ପ୍ରଚାର,
ନମ୍ର ଲୋକଙ୍କୁ କହୁ,
ହଁ ପ୍ରଚାର,
ପ୍ରାଣ ବଞ୍ଚୁ ।
(ମାଥି. ୧୦:୭; ୨୪:୧୪; ପ୍ରେରି. ୧୦:୪୨; ୧ ପିତ. ୩:୧୫ ମଧ୍ୟ ଦେଖନ୍ତୁ ।)