इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୭୬

କିପରି ଅନୁଭବ କର ?

କିପରି ଅନୁଭବ କର ?

(ଏବ୍ରୀ ୧୩:୧୫)

  1. ୧. ରାଜ୍ୟ ବାର୍ତ୍ତା ଦେଇ

    ଲାଗେ କେମିତି କୁହ ?

    ଶିଖାଉ ଯେ ଲୋକଙ୍କୁ

    ସତ୍ୟ ବଚନକୁ

    କିଏ ଭଲ ଲୋକ ?

    ନିଷ୍ପତ୍ତି ଛାଡ଼ିଦିଅ !

    ଯିହୋବା ତାଙ୍କୁ ଆଣେ

    ଆମେ ଯେ ନିଶ୍ଚିତ !

    (ଘୋଷା)

    ମିଳେ ଖୁସି ଯେ ଅପାର

    ଯିହୋବାଙ୍କ ସେବାରେ ହଁ

    ଦେବା ତାଙ୍କୁ ସବୁଦିନ

    ସ୍ତୁତି ବଳିଦାନ

  2. ୨. ସତ୍ୟ ଯିଏ ଶିଖେ

    ଲାଗେ କେମିତି କୁହ

    ଦିନେ ସେ ପାଇପାରେ

    ଆଶା ଜୀବନର

    ପ୍ରେମର ସନ୍ଦେଶ

    କରନ୍ତିନି ପସନ୍ଦ

    ହଁ, ତଥାପି କହିବା

    ପିତାଙ୍କ ବଚନ

    (ଘୋଷା)

    ମିଳେ ଖୁସି ଯେ ଅପାର

    ଯିହୋବାଙ୍କ ସେବାରେ ହଁ

    ଦେବା ତାଙ୍କୁ ସବୁଦିନ

    ସ୍ତୁତି ବଳିଦାନ

  3. ୩. ପିତାଙ୍କ ଆଶିଷ

    ଲାଗେ କେମିତି କୁହ ?

    ବିଶ୍ୱାସ ଅଛି ବୋଲି

    ସେ ଏ କାମ ଦେଲେ

    ସାହସର ସହ

    ଆଦର ଯେ ଦେଖାଇ

    ଭଲ ହୃଦୟ ଲୋକେ

    ଆସିବେ ଶରଣେ

    (ଘୋଷା)

    ମିଳେ ଖୁସି ଯେ ଅପାର

    ଯିହୋବାଙ୍କ ସେବାରେ ହଁ

    ଦେବା ତାଙ୍କୁ ସବୁଦିନ

    ସ୍ତୁତି ବଳିଦାନ