ଗୀତ ୭୭
ଅନ୍ଧକାର ଦୁନିଆରେ ସତ୍ୟର ଆଲୋକ
-
୧. ଅନ୍ଧାର ଯେ ରାତି ପରି
ଅଗ୍ନି ଏ ସତ୍ୟର
ସକାଳ ଦିବ୍ୟ ଆଲୋକ
ଶୀଘ୍ର ହିଁ ଆସିବ
(ଘୋଷା)
ବାର୍ତ୍ତା ଏ ଆମର
ଦୂର କରେ ଅନ୍ଧାର
ଆଶାର, ଦୀପରେ
ଆମକୁ ଦେଖାଏ
କାଲିର ସୁ-ସମୟ
ବିତେ ନାହିଁ ।
-
୨. ଉଠ ଯେ, ଶୋଇ ରହିଛ
ଦେଖ ଏ ଆଲୋକ
ଯାଏରେ ଗଡ଼ି ସମୟ
କର ନାହିଁ ଡେରି
(ଘୋଷା)
ବାର୍ତ୍ତା ଏ ଆମର
ଦୂର କରେ ଅନ୍ଧାର
ଆଶାର, ଦୀପରେ
ଆମକୁ ଦେଖାଏ
କାଲିର ସୁ-ସମୟ
ବିତେ ନାହିଁ ।
(ଯୋହ. ୩:୧୯; ୮:୧୨; ରୋମୀ. ୧୩:୧୧, ୧୨; ୧ ପିତ. ୨:୯ ମଧ୍ୟ ଦେଖନ୍ତୁ ।)