इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୯୪

ଯିହୋବାଙ୍କ ବାକ୍ୟ ପାଇଁ କୃତଜ୍ଞ

ଯିହୋବାଙ୍କ ବାକ୍ୟ ପାଇଁ କୃତଜ୍ଞ

(ଫିଲିପ୍‌ପୀୟ ୨:୧୬)

  1. ୧. ପିତା, ତୁମେ ଦେଲ, ବଚନ ସତ୍ୟ,

    ଦେଖାଉ ଆମକୁ ତୁ ସେହି ପଥ

    “ପୂରା ଶାସ୍ତ୍ର ପ୍ରେରିତ ।”

    ବୁଝିଲୁ ତୋ ବାକ୍ୟ,

    ତେଣୁ ହେଲୁ ମୁକ୍ତ କଲୁ ପ୍ରକାଶ ।

  2. ୨. ଅଦ୍ଭୁତ ବଳ ଏ ବାକ୍ୟରେ ତୋର ।

    ପରଖି ଆମ ମନ ଓ ହୃଦୟ,

    ସଠିକ୍‌ ତୋ ନିଷ୍ପତ୍ତି ।

    ଶୁଦ୍ଧ ତୋ ନିୟମ,

    ସିଦ୍ଧାନ୍ତ ଦ୍ୱାରା ଯେ, ଅନୁଶାସିତ ।

  3. ୩. ତୁମର ବଚନ କହେ ମନକୁ ।

    ଜାଣୁ ମଣିଷର ଭାବନାକୁ

    ହୁଏ ବିଶ୍ୱାସ ଦୃଢ଼,

    ତୋର ଜରିଆରେ,

    ଧନ୍ୟବାଦ ପିତା, ଏ ଦାନ ପାଇଁ ।