କିପରି ସମୟ ହେବ
୧. କଷ୍ଟରେ ଆମ ଜୀବନ,
ଚିନ୍ତାରେ ଥାଏ ମୋ ମନ ।
ଅଛି ଆଖିରେ ବିଶ୍ୱାସ,
ସବୁ ଆଶା ପୂରା ହେବ ।
(ଘୋଷା)
କଳ୍ପନା କର ନୂଆ ଦୁନିଆରେ !
ଯୁବା ହେବା, ନ ଥିବ ଆଉ କଷ୍ଟ ।
କଳ୍ପନା କର ପ୍ରିୟଙ୍କୁ ଦେଖିବା !
ଧନ୍ୟବାଦ, ଯିହୋବା ଏହି ଆଶା ପାଇଁ ।
୨. କାନ ମୋର ଶୁଣେନା,
ଆଖି ବି ଦେଖି ପାରେନା,
ଶୁଣି ପାରିବି ସଂଗୀତ ।
ଦେଖିବି ଏହି ଜଗତ ।
(ଘୋଷା)
କଳ୍ପନା କର ନୂଆ ଦୁନିଆରେ !
ଯୁବା ହେବା, ନ ଥିବ ଆଉ କଷ୍ଟ,
କଳ୍ପନା କର ପ୍ରିୟଙ୍କୁ ଦେଖିବା !
ଧନ୍ୟବାଦ, ଯିହୋବା ଏହି ଆଶା ପାଇଁ ।
(ବିଶେଷ ପଂକ୍ତି)
‘କରି ପାରେ ନାହିଁ ଯାହା ଚାହେଁ’
କିନ୍ତୁ ଦୌଡ଼ିବି ଖୁବ୍ ଶୀଘ୍ର ।
(ଘୋଷା)
କଳ୍ପନା କର ନୂଆ ଦୁନିଆରେ !
ଯୁବା ହେବା, ନ ଥିବ ଆଉ କଷ୍ଟ,
କଳ୍ପନା କର, ‘ମୃତ୍ୟୁ ହେବ ନାହିଁ,’
ଥିବ ଜୀବନ ଖୁସି ଭରା ।
(ଘୋଷା)
କଳ୍ପନା କର ନୂଆ ଦୁନିଆରେ !
ଯୁବା ହେବା, ନ ଥିବ ଆଉ କଷ୍ଟ,
କଳ୍ପନା କର ପ୍ରିୟଙ୍କୁ ଦେଖିବା !
ଧନ୍ୟବାଦ, ଏ ଆଶା ପାଇଁ ।