इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରେମର ବନ୍ଧନ

ପ୍ରେମର ବନ୍ଧନ

ଡାଉନଲୋଡ୍‌:

  1. ୧. ଯିହୋବା ଦିଏ ଉପହାର,

    ଲାଗେ ମୋତେ କି ସୁନ୍ଦର ।

    ହୃଦୟ ଯେ ଏକ ଆମର,

    ଆରମ୍ଭ ସମୟ ଖୁସିର ।

    (ଘୋଷା)

    ତିନି ଡୋରିର ବନ୍ଧା ବାହାବନ୍ଧନ,

    ପ୍ରୀତି ଆମର,

    ବଢ଼ାଏ ।

    ସବୁ ପଥରେ ଆମ ଯିହୋବା ସଙ୍ଗେ,

    ଲାଗେ ଭଲ ବନ୍ଧନ ମୋତେ,

    ମୋର ପ୍ରେମ ତୁ ।

    ମୋ ପ୍ରେମ ତୁ ।

  2. ୨. ହଁ, ସବୁ ଚିନ୍ତାକୁ

    ଦୂର କରିବା ଦୁହେଁ ମିଶି ।

    କରିବାନି ପ୍ରେମକୁ କମ୍‌ କେବେ,

    ବଢ଼ାଇବା ପ୍ରେମ ପ୍ରତିଦିନ,

    ଗଭୀର ।

    (ଘୋଷା)

    ତିନି ଡୋରିର ବନ୍ଧା ବାହାବନ୍ଧନ,

    ପ୍ରୀତି ଆମର,

    ବଢ଼ାଏ ।

    ସବୁ ପଥରେ ଆମ ଯିହୋବା ସଙ୍ଗେ,

    ଲାଗେ ଭଲ ବନ୍ଧନ ମୋତେ,

    ମୋର ପ୍ରେମ ତୁ ।

    ମୋ ପ୍ରେମ ତୁ ।

    (ବିଶେଷ ପଂକ୍ତି)

    ହେବା ନାହିଁ ଅଲଗା,

    ସାଥି ରହିବା ଯେ ମିଶି ସଦା ।

    ରଖ ବିଶ୍ୱାସ, ସତ୍ୟ ପ୍ରେମ ମୋର,

    ହେଉଛ ଏକ ଅଂଶ, ମୋ ଶରୀରର,

    ମୋ ପ୍ରିୟତମା, ସବୁ ଗୁଣରେ ଭରା,

    ତୁ ମୋ ସଙ୍ଗିନୀ ଜୀବନର ।

  3. ୩. ଶୁଣ, ମୋ ହୃଦୟ କଥା,

    ମୋ ହାତକୁ ଧରି ଚାଲୁ ଥା ।

    ଆସିଲୁ ଯେବେ ଜୀବନେ ପ୍ରିୟା,

    ହେଲା ପୂରଣ ସବୁ ଇଚ୍ଛା ।

    ମନର ।

    (ଘୋଷା)

    ତିନି ଡୋରିର ବନ୍ଧା ବାହାବନ୍ଧନ,

    ପ୍ରୀତି ଆମର,

    ବଢ଼ାଏ ।

    ସବୁ ପଥରେ ଆମ ଯିହୋବା ସଙ୍ଗେ,

    ଲାଗେ ଭଲ ବନ୍ଧନ ମୋତେ,

    ମୋର ପ୍ରେମ ତୁ ।

    ମୋ ପ୍ରେମ ତୁ ।

    ଲାଗେ ଭଲ ବନ୍ଧନ ମୋତେ,

    ମୋର ପ୍ରେମ ତୁ ।