୧୫-୨୧ ଅକ୍ଟୋବର
ଯୋହନ ୧୩-୧୪
ଗୀତ ୫୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”: (୧୦ ମି.)
ଯୋହ ୧୩:୫—ଯୀଶୁ ନିଜ ଶିଷ୍ୟମାନଙ୍କର ପାଦ ଧୋଇଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧୩:୧୨-୧୪—ଶିଷ୍ୟମାନଙ୍କର ମଧ୍ୟ “ପରସ୍ପରର ପାଦ ଧୋଇବା” କର୍ତ୍ତବ୍ୟ ଥିଲା (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧୩:୧୫—ଯୀଶୁଙ୍କର ସମସ୍ତ ଶିଷ୍ୟମାନେ ତାହାଙ୍କ ଆଦର୍ଶକୁ ମାନି ନମ୍ର ହେବା ଉଚିତ୍ (ପ୍ର୯୯-ହି ୩/୧ ୩୧ ¶୧)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯୋହ ୧୪:୬—ଯୀଶୁ କେଉଁ ଅର୍ଥରେ “ପଥ, ସତ୍ୟ ଓ ଜୀବନ” ଅଟନ୍ତି? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧୪:୧୨—ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିବା ଲୋକେ କେଉଁ ଅର୍ଥରେ ତାହାଙ୍କଠାରୁ ମଧ୍ୟ ଅଧିକ “ମହତ୍ କର୍ମ” କରିବେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯୋହ ୧୩:୧-୧୭
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ ଏବଂ ଦେଖାନ୍ତୁ ଯେ ଆପଣ କିପରି ସୁଯୋଗ ଦେଖି ସାକ୍ଷ୍ୟ ଦେବେ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୩୫
“ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସ୍ୱାର୍ଥପରତା ଏବଂ ସହଜରେ ରାଗିବାଠାରୁ ଦୂରେଇ ରହନ୍ତୁ”: (୧୫ ମି.) ଆଲୋଚନା । ‘ପରସ୍ପରକୁ ପ୍ରେମ କରନ୍ତୁ’—ସ୍ୱାର୍ଥପରତା ଏବଂ ସହଜରେ ରାଗିବାଠାରୁ ଦୂରେଇ ରହନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ସମୟ ବଳିଲେ ଏହି ବକ୍ସ ଉପରେ ଆଲୋଚନା କରନ୍ତୁ: “ଚିନ୍ତନ ପାଇଁ ବାଇବଲର ଉଦାହରଣ ।”
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୬ ଏବଂ ପ୍ରାର୍ଥନା