इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୩-୧୪

“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”

“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”

୧୩:୫, ୧୨-୧୫

ଯୀଶୁ ଖ୍ରୀଷ୍ଟ ନିଜ ପ୍ରେରିତମାନଙ୍କର ପାଦ ଧୋଇ ସେମାନଙ୍କୁ ଶିଖାଇଲେ ଯେ ସେମାନେ ନମ୍ର ହେବା ଉଚିତ୍‌ ଏବଂ ନିଜ ଭାଇମାନଙ୍କ ପାଇଁ ଛୋଟରୁ ଛୋଟ କାମ ମଧ୍ୟ କରିବା ଉଚିତ୍‌ ।

ମୁଁ କିପରି ନମ୍ରତା ଦେଖାଇପାରିବି ଯେତେବେଳେ . . .

  • କାହାରି ସହିତ ମତାନ୍ତର କିମ୍ବା ଯୁକ୍ତିତର୍କ ହୋଇଯାଏ?

  • ମତେ ପରାମର୍ଶ କିମ୍ବା ଅନୁଶାସନ ଦିଆଯାଏ?

  • ରାଜ୍ୟଘରର ସଫେଇ କିମ୍ବା ମରାମତି କରିବା ଆବଶ୍ୟକ ହୁଏ?