इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୫-୧୭

“ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”

“ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”

୧୫:୧୯, ୨୧; ୧୬:୩୩

  • ଯୀଶୁ ଏହି ଜଗତକୁ ଜୟ କଲେ, କାରଣ ସେ କୌଣସି ମାମଲାରେ ଜଗତ ଭଳି ହେଲେ ନାହିଁ

  • ଯୀଶୁଙ୍କ ଶିଷ୍ୟମାନଙ୍କୁ ସାହସୀ ହେବାକୁ ପଡ଼ିବ, ତେବେଯାଇ ସେମାନେ ନିଜ ଆଖପାଖରେ ଥିବା ଜାଗତିକ ଲୋକଙ୍କର ଚିନ୍ତାଧାରାକୁ ଆପଣାଇବେ ନାହିଁ, ସେମାନଙ୍କ ଭଳି କାମ କରିବେ ନାହିଁ ଏବଂ ଦୂଷିତ ହେବେ ନାହିଁ

  • ଯୀଶୁ ଜଗତକୁ କିପରି ଜୟ କଲେ, ସେବିଷୟରେ ଚିନ୍ତନ କରିବା ଦ୍ୱାରା ଆମକୁ ତାହାଙ୍କୁ ଅନୁକରଣ କରିବା ପାଇଁ ସାହସ ମିଳିବ