୮-୧୪ ଅକ୍ଟୋବର
ଯୋହନ ୧୧-୧୨
ଗୀତ ୧୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ”: (୧୦ ମି.)
ଯୋହ ୧୧:୨୩-୨୬—ଯୀଶୁ ଏପରି କଥା କହିଲେ, ଯେଉଁଥିରୁ ମାର୍ଥାଙ୍କୁ ସାନ୍ତ୍ୱନା ମିଳିଲା (ଅଧ୍ୟୟନ ବାଇବଲ—ଯୋହ ୧୧:୨୪, ୨୫ ଅଧ୍ୟୟନ ତଥ୍ୟ)
ଯୋହ ୧୧:୩୩-୩୫—ସେ ମରୀୟମ ଓ ଅନ୍ୟମାନଙ୍କୁ କାନ୍ଦୁଥିବା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧୧:୪୩, ୪୪—ସେ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପଦକ୍ଷେପ ନେଲେ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯୋହ ୧୧:୪୯—କିଏ କୟାଫାକୁ ମହାଯାଜକ ଭାବେ ନିଯୁକ୍ତ କରିଥିଲା? କୟାଫା କେତେ ସମୟ ପର୍ଯ୍ୟନ୍ତ ଏ ପଦରେ ରହିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧୨:୪୨—କିଛି ଯିହୁଦୀମାନେ ଯୀଶୁଙ୍କୁ ଖ୍ରୀଷ୍ଟ ରୂପେ ସ୍ୱୀକାର କରିବା ପାଇଁ କାହିଁକି ଡରୁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯୋହ ୧୨:୩୫-୫୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ପ୍ର୧୩-ହି ୯/୧୫ ୩୨—ବିଷୟବସ୍ତୁ: ଲାଜାରଙ୍କୁ ଜୀବିତ କରିବା ପୂର୍ବରୁ ଯୀଶୁ କାହିଁକି କାନ୍ଦିଲେ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୧
ଯୀଶୁ “ପୁନରୁତ୍ଥାନ ଓ ଜୀବନ” ଅଟନ୍ତି (ଯୋହ ୧୧:୨୫): (୧୫ ମି.) ଆଲୋଚନା । ନିଶ୍ଚିତ ରୂପେ “ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି”—ଭାଗ ୨, ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଏ ଘଟଣାରୁ ଆମେ ଯୀଶୁଙ୍କ କରୁଣା ବିଷୟରେ କʼଣ ଶିଖୁ? ଯୀଶୁ “ପୁନରୁତ୍ଥାନ ଓ ଜୀବନ” ଅଟନ୍ତି, ଏହାର ଅର୍ଥ କʼଣ? ଯୀଶୁ ଭବିଷ୍ୟତରେ କେଉଁ କେଉଁ ଚମତ୍କାର କରିବେ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୪୬ ଏବଂ ପ୍ରାର୍ଥନା