ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ
ଯୀଶୁ ଖ୍ରୀଷ୍ଟ ଲୋକମାନଙ୍କୁ ଯେଭଳି କରୁଣା ଓ ସହାନୁଭୂତି ଦେଖାଇଲେ, ତାହା କାହିଁକି ଉଲ୍ଲେଖନୀୟ ଥିଲା?
-
ଏହା ସତ ଯେ ଅନ୍ୟମାନେ ଯେଭଳି ପରିସ୍ଥିତିର ସାମନା କରିଥିଲେ, ଯୀଶୁ ତାହା ସାମନା କରି ନ ଥିଲେ, ତଥାପି ସେ ସେମାନଙ୍କ ଜାଗାରେ ନିଜକୁ ରଖି ସେମାନଙ୍କର ଦୁଃଖ ଅନୁଭବ କରିପାରୁଥିଲେ
-
ସେ ମନଖୋଲି ନିଜ ଭାବନାଗୁଡ଼ିକୁ ପ୍ରକାଶ କରିବାରେ ସଙ୍କୋଚ କରୁ ନ ଥିଲେ
-
ସେ ନିଜେ ଆଗଭର ହୋଇ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରୁଥିଲେ