इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଆମେ କିପରି ଜାଣୁ ଯେ ଈଶ୍ୱର ଆମକୁ ଦଣ୍ଡ ଦେବା ପାଇଁ ଦୁଃଖକଷ୍ଟ ଦିଅନ୍ତି ନାହିଁ?

ପଦ: ଯାକୁ ୧:୧୩

ଆର ଥରକୁ: ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ?

ପଦ: ୧ଯୋହ ୫:୧୯

ଆର ଥରକୁ: ଆମେ ଦୁଃଖରେ ଥିବା ଦେଖି ଈଶ୍ୱରଙ୍କୁ କିପରି ଲାଗେ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଆମେ ଦୁଃଖରେ ଥିବା ଦେଖି ଈଶ୍ୱରଙ୍କୁ କିପରି ଲାଗେ?

ପଦ: ଯିଶା ୬୩:୯

ଆର ଥରକୁ: ଈଶ୍ୱର ଆମ ଦୁଃଖକଷ୍ଟକୁ କିପରି ଦୂର କରିବେ?