୨୯ ଅକ୍ଟୋବର–୪ ନଭେମ୍ବର
ଯୋହନ ୧୮-୧୯
ଗୀତ ୩୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ”: (୧୦ ମି.)
ଯୋହ ୧୮:୩୬—ସତ୍ୟ ଖ୍ରୀଷ୍ଟୀୟ ରାଜ୍ୟ ଉପରେ କେନ୍ଦ୍ରିତ ଅଟେ
ଯୋହ ୧୮:୩୭—ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ ସତ୍ୟ ଶିଖାଇଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧୮:୩୮କ—ପୀଲାତ ହୁଏତ ସାଧାରଣ ସତ୍ୟ ବିଷୟରେ ଭାବି ଯୀଶୁଙ୍କର ଉପହାସ କରୁଥିଲା (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯୋହ ୧୯:୩୦—ଯୀଶୁ ନିଜ ମୃତ୍ୟୁର ଠିକ୍ ପୂର୍ବେ “ସମାଯ୍ତ ହେଲା” ବୋଲି କାହିଁକି କହିଲେ? (ପ୍ର୧୦-ହି ୮/୧୫ ୧୧ ¶୧୫)
ଯୋହ ୧୯:୩୧—ଯୀଶୁଙ୍କ ମୃତ୍ୟୁ ୩୩ ଖ୍ରୀଷ୍ଟାବ୍ଦର ନୀସନ୍ ୧୪ ତାରିଖରେ ହୋଇଥିବାର କʼଣ ପ୍ରମାଣ ରହିଛି? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯୋହ ୧୮:୧-୧୪
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି କଥା ଆରମ୍ଭ କରନ୍ତୁ । ତାʼ ପରେ ବ୍ୟକ୍ତି ଜଣକୁ jw.org ଦେଖାନ୍ତୁ ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ଆପଣ ନିଜେ ପଦ ବାଛନ୍ତୁ ଏବଂ ପରବର୍ତ୍ତୀ ସାକ୍ଷାତରେ ଆଲୋଚନା କରିବା ପାଇଁ ଏକ ପ୍ରଶ୍ନ ପଚାରନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଖୁସିର ଖବର ପାଠ ୧୪ ¶୬-୭
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୨
“ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ”: (୧୫ ମି.) ଆଲୋଚନା । ‘ପରସ୍ପରକୁ ପ୍ରେମ କରନ୍ତୁ’—ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ସମୟ ବଳିଲେ ଏହି ବକ୍ସ ଉପରେ ଆଲୋଚନା କରନ୍ତୁ: “ଚିନ୍ତନ ପାଇଁ ବାଇବଲର ଉଦାହରଣ ।”
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୦
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୬ ଏବଂ ପ୍ରାର୍ଥନା