इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ

ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଆମେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ସତ୍ୟ ଜଣାଇବା ଉଚିତ୍‌ । (ଯୋହ ୧୮:୩୭) ଯଦିଓ ସଂସାରରେ ମିଥ୍ୟା ଏବଂ ଦୁଷ୍ଟତା ଭରି ରହିଛି, ଆମେ ସତ୍ୟରେ ଆନନ୍ଦ କରିବା ଉଚିତ୍‌, ସତ କହିବା ଉଚିତ୍‌ ଏବଂ ସତ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ।—୧କରି ୧୩:୬; ଫିଲିପ୍‌ ୪:୮.

ଏହା କିପରି କରିପାରିବା:

  • ହାନିକାରକ କଥାଗୁଡ଼ିକୁ ଶୁଣନ୍ତୁ ନାହିଁ କି ଅନ୍ୟକୁ ଶୁଣାନ୍ତୁ ନାହିଁ ।—୧ଥେସ ୪:୧୧

  • ଅନ୍ୟମାନଙ୍କର ଖରାପ ଅବସ୍ଥା ଦେଖି ଖୁସି ହୁଅନ୍ତୁ ନାହିଁ

  • ସର୍ବଦା ଉତ୍ସାହ ବଢ଼ାଉଥିବା ବିଷୟଗୁଡ଼ିକରେ ଖୁସି ହୁଅନ୍ତୁ

‘ପରସ୍ପରକୁ ପ୍ରେମ କରନ୍ତୁ’—ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅଲକା କିପରି “ଅର୍ଧମରେ ଆନନ୍ଦ” କରୁଥିଲେ?

  • ଆଲିଆ କଥାବାର୍ତ୍ତାକୁ କିପରି ଭଲ ବିଷୟ ଆଡ଼କୁ ନେଇଗଲେ?

  • ଆମେ କେଉଁ ଭଲ ବିଷୟଗୁଡ଼ିକ ଉପରେ ଅନ୍ୟମାନଙ୍କ ସହ କଥା ହୋଇପାରିବା?

ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ