୧୯-୨୫ ଅକ୍ଟୋବର
ଯାତ୍ରା ପୁସ୍ତକ ୩୫-୩୬
ଗୀତ ୯୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ନିଜ ସେବକମାନଙ୍କୁ ଯୋଗ୍ୟ କରନ୍ତି”: (୧୦ ମି.)
ଯାତ୍ରା ୩୫:୨୫, ୨୬—ଯେତେବେଳେ ଲୋକେ ଆନନ୍ଦରେ ଦାନ କଲେ, ଯିହୋବା ସେମାନଙ୍କୁ ଆଶିଷ ଦେଲେ (ପ୍ର୧୪-ହି ୧୨/୧୫ ପୃ ୪ ¶୪)
ଯାତ୍ରା ୩୫:୩୦-୩୫—ବତ୍ସଲେଲ ଓ ଅହଲୀୟାବଙ୍କୁ ଯିହୋବା ପ୍ରତ୍ୟେକ ପ୍ରକାରର କାମରେ କୁଶଳ କଲେ (ପ୍ର୧୧-ହି ୧୨/୧୫ ପୃ ୧୯ ¶୬)
ଯାତ୍ରା ୩୬:୧, ୨—ସେମାନେ ଚାହୁଁଥିଲେ ଯେ ସେମାନଙ୍କ କାମର ଶ୍ରେୟ ଯିହୋବାଙ୍କୁ ଦିଆଯାଉ (ପ୍ର୧୧-ହି ୧୨/୧୫ ପୃ ୧୯ ¶୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୩୫:୧-୩—ବିଶ୍ରାମବାରର ନିୟମରୁ ଆମେ କʼଣ ଶିଖୁ ? (ପ୍ର୦୫-ହି ୫/୧୫ ପୃ ୨୩ ¶୧୪)
ଯାତ୍ରା ୩୫:୨୧—ଇସ୍ରାଏଲୀୟମାନେ ଯେପରି ହୃଦୟ ଖୋଲି ଦାନ କଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୦୦-ହି ୧୧/୧ ପୃ ୨୯ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୩୫:୧-୨୪ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣଙ୍କୁ ଆମ ୱେବସାଇଟ୍ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଆମକୁ ଶିଖାଏ ପୃ ୨୬ ¶୧୮-୨୦ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରକାଶନ ସମିତିର ରିପୋର୍ଟ ୨୦୧୮: (୧୫ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ପଚାରନ୍ତୁ: ସଂଗଠନ ଛପା କାମରେ କʼଣ କʼଣ ପରିବର୍ତ୍ତନ କରିଛି ଏବଂ କାହିଁକି ? ଛପା କାମ କମ୍ କରିବା ଯୋଗୁଁ କʼଣ ଲାଭ ହୋଇଛି ? ବାଇବଲ ଓ ତାʼ ଆଧାରିତ ପ୍ରକାଶନଗୁଡ଼ିକୁ ପ୍ରସ୍ତୁତି କରିବାରେ ଅନୁବାଦ କାମ କାହିଁକି ବହୁତ ଜରୁରୀ ? ପ୍ରକାଶନଗୁଡ଼ିକୁ ଇଲେକ୍ଟ୍ରୋନିକ୍ ରୂପେ ପ୍ରକାଶିତ କରିବା ଓ ଭିଡିଓ ପ୍ରସ୍ତୁତି କରିବାର କʼଣ ଭଲ ପରିଣାମ ମିଳିଛି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୦ ¶୧୧-୨୦, ଅଧିକ ବିବରଣୀ—୨୫, ୨୬
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୩୦ ଏବଂ ପ୍ରାର୍ଥନା