୨୬ ଅକ୍ଟୋବର–୧ ନଭେମ୍ବର
ଯାତ୍ରା ପୁସ୍ତକ ୩୭-୩୮
ଗୀତ ୪୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପବିତ୍ର ତମ୍ବୁରେ ବେଦିଗୁଡ଼ିକର ଭୂମିକା”: (୧୦ ମି.)
ଯାତ୍ରା ୩୭:୨୫—ଧୂପବେଦି ପବିତ୍ର ସ୍ଥାନରେ ଥିଲା (ପ୍ର୦୩-ହି ୨/୧୫ ପୃ ୨୮ ¶୫)
ଯାତ୍ରା ୩୭:୨୯—ପବିତ୍ର ଧୂପ ଉତ୍ତମ ସୁଗନ୍ଧି ଦ୍ରବ୍ୟଗୁଡ଼ିକର ମିଶ୍ରଣରୁ ତିଆରି କରାଯାଉଥିଲା (ଇନସାଇଟ୍-୧ ପୃ ୧୧୯୫)
ଯାତ୍ରା ୩୮:୧—ହୋମବେଦି ପ୍ରାଙ୍ଗଣରେ ଥିଲା (ଯାତ୍ରା ୪୦:୬, ୨୯; ଇନସାଇଟ୍-୧ ପୃ ୮୨ ¶୧)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୩୭:୧, ୧୦, ୨୫—ପବିତ୍ର ଆବାସ ବା ତମ୍ବୁକୁ ଶିଟୀମ୍ କାଠରେ କାହିଁକି ତିଆରି କରାଯାଉଥିଲା ? (ଇନସାଇଟ୍-୧ ପୃ ୩୬)
ଯାତ୍ରା ୩୮:୮—ପ୍ରାଚୀନ କାଳର ଦର୍ପଣଗୁଡ଼ିକ ଆଜିର ଦର୍ପଣଠାରୁ କିପରି ଭିନ୍ନ ଥିଲା ? (ପ୍ର୧୫-ଇଂ ୪/୧ ପୃ ୧୫ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୩୭:୧-୨୪ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ କଥା ହେଲେ, ତାʼ ସହ ଜଡ଼ିତ ନିକଟ ଅତୀତରେ ପ୍ରକାଶିତ କୌଣସି ପତ୍ରିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଆମକୁ ଶିଖାଏ ପୃ ୧୯୯ ¶୮-୯ (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ”: (୧୦ ମି.) ଆଲୋଚନା: ନଭେମ୍ବର ମାସ ପାଇଁ ପ୍ରଥମ ସାକ୍ଷାତର ଭିଡିଓ ଦେଖାନ୍ତୁ ଏବଂ ଆଲୋଚନା କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୦ ¶୨୧-୨୪, ପୃ ୧୪୩-୧୪୬
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୧୬ ଏବଂ ପ୍ରାର୍ଥନା