୫-୧୧ ଅକ୍ଟୋବର
ଯାତ୍ରା ପୁସ୍ତକ ୩୧-୩୨
ଗୀତ ୪୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୂର୍ତ୍ତିପୂଜାରୁ ପଳାୟନ କର”: (୧୦ ମି.)
ଯାତ୍ରା ୩୨:୧—ପରିସ୍ଥିତି ଯାହା ମଧ୍ୟ ହେଉ ନା କାହିଁକି, ଆମେ ଯିହୋବାଙ୍କ ଛଡ଼ା ଅନ୍ୟ କାହାରିକୁ ଭକ୍ତି କରିବା ଉଚିତ୍ ନୁହେଁ (ପ୍ର୦୯-ହି ୫/୧୫ ପୃ ୧୧ ¶୧୧)
ଯାତ୍ରା ୩୨:୪-୬—ଇସ୍ରାଏଲୀୟମାନେ ସତ୍ୟ ଉପାସନା କରିବା ସଙ୍ଗେ ସଙ୍ଗେ ମିଥ୍ୟା ଉପାସନା କରିବାକୁ ଲାଗିଲେ (ପ୍ର୧୨-ହି ୧୦/୧୫ ପୃ ୨୫ ¶୧୨)
ଯାତ୍ରା ୩୨:୯, ୧୦—ଯିହୋବା ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧ କଲେ (ପ୍ର୧୮.୦୭-ହି ପୃ ୨୦ ¶୧୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୩୧:୧୭—ଯିହୋବା କେଉଁ ଅର୍ଥରେ ସପ୍ତମ ଦିନରେ ବିଶ୍ରାମ କଲେ ? (ପ୍ର୧୯.୧୨-ହି ପୃ ୨ ¶୪)
ଯାତ୍ରା ୩୧:୧୮—“ପରମେଶ୍ୱରଙ୍କ ଅଙ୍ଗୁଳି” କହିଲେ କʼଣ ବୁଝାଏ ? (ପ୍ର୮୭-ଇଂ ୬/୧୫ ପୃ ୫, ବକ୍ସ)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୩୨:୧୫-୩୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଭଉଣୀ ପ୍ରୀତି କିପରି ଭାବେ କୁଶଳତାର ସହ ପ୍ରଶ୍ନ କଲେ ? ପୁନଃସାକ୍ଷାତ କରିବା ପାଇଁ ସେ କʼଣ କଲେ ?
ପ୍ରଥମ ସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଭାଷଣ: (୫ ମି. କିମ୍ବା କମ୍) ପ୍ର୧୦-ହି ୫/୧୫ ପୃ ୨୧—ବିଷୟବସ୍ତୁ: ହାରୋଣ ସୁନାର ବାଛୁରୀ ତିଆରି କରିଥିବା ସତ୍ତ୍ୱେ ଯିହୋବା ତାଙ୍କୁ କାହିଁକି ଦଣ୍ଡ ଦେଲେ ନାହିଁ ? (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ବହୁମୂଲ୍ୟ ମନେ କରନ୍ତୁ”: (୧୫ ମି.) ଆଲୋଚନା: ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ସୁରକ୍ଷିତ କରନ୍ତୁ (କଲ ୩:୫) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୯ ¶୨୨-୨୬, ପୃ ୧୨୯-୧୩୧
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୫୪ ଏବଂ ପ୍ରାର୍ଥନା