ଗୀତ ୯୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପ୍ରାଚୀନମାନଙ୍କୁ ନିଯୁକ୍ତ କର”: (୧୦ ମି.)
[ତୀତସ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
ତୀତ ୧:୫-୯—ଯେଉଁମାନଙ୍କଠାରେ ବାଇବଲ ଅନୁଯାୟୀ ଯୋଗ୍ୟତା ଥାଏ, ସେମାନଙ୍କୁ ସର୍କିଟ ଅଧ୍ୟକ୍ଷମାନେ ପ୍ରାଚୀନ ଭାବେ ନିଯୁକ୍ତ କରନ୍ତି (ପ୍ର୧୪-ହି ୧୧/୧୫ ୨୮-୨୯)
[ଫିଲୀମୋନ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ତୀତ ୧:୧୨—ଏହି ପଦ ଜାତିଗତ ପକ୍ଷପାତକୁ ପ୍ରୋତ୍ସାହନ ଦିଏ ନାହିଁ ବୋଲି ଆମେ କାହିଁକି କହିପାରିବା ? (ପ୍ର୮୯-ଇଂ ୫/୧୫ ୩୧ ¶୫)
ଫିଲୀ ୧୫, ୧୬—ପାଉଲ ଫିଲୀମୋନଙ୍କୁ କାହିଁକି କହିଲେ ନାହିଁ ଯେ ସେ ଅନୀସିମଙ୍କୁ ମୁକ୍ତ କରିଦିଅନ୍ତୁ ? (ପ୍ର୦୮-ହି ୧୦/୧୫ ୩୧ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ତୀତ ୩:୧-୧୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୧୨)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯୁବକଯୁବତୀମାନେ—‘ଉତ୍ତମତାରେ ଉଦ୍ଯୋଗୀ’ ହୁଅ”: (୧୫ ମି.) ଆଲୋଚନା। ଯିହେବାଙ୍କ ମହିମା କରୁଥିବା ଯୁବକଯୁବତୀ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୮ ¶୨୨-୨୩, ପୃ ୯୨-୯୩, ଅଧିକ ବିବରଣୀ—୨୨
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୨୩ ଏବଂ ପ୍ରାର୍ଥନା