୧୯-୨୫ ଅଗଷ୍ଟ
ଏବ୍ରୀ ୧-୩
ଗୀତ ୩୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଧାର୍ମିକତାକୁ ପ୍ରେମ କର ଓ ଅଧାର୍ମିକତାକୁ ଘୃଣା କର”: (୧୦ ମି.)
[ଏବ୍ରୀ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
ଏବ୍ରୀ ୧:୮—ଯୀଶୁ “ନ୍ୟାୟର ଦଣ୍ଡ” ନେଇ ଶାସନ କରନ୍ତି (ପ୍ର୧୪-ହି ୨/୧୫ ୫ ¶୮)
ଏବ୍ରୀ ୧:୯—ଯୀଶୁ ଧାର୍ମିକତାକୁ ପ୍ରେମ କରନ୍ତି ଏବଂ ଅଧାର୍ମିକତାକୁ ଘୃଣା କରନ୍ତି (ପ୍ର୧୪-ହି ୨/୧୫ ୪-୫ ¶୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଏବ୍ରୀ ୧:୩—କʼଣ ଯୀଶୁ ଆରମ୍ଭରୁ ହିଁ ଠିକ୍ ନିଜ ପିତାଙ୍କ ପ୍ରତିମୂର୍ତ୍ତି ଅଟନ୍ତି ? (ଇନସାଇଟ୍-୧ ୧୧୮୫ ¶୧)
ଏବ୍ରୀ ୧:୧୦-୧୨—ପ୍ରେରିତ ପାଉଲ ଗୀତସଂହିତା ୧୦୨:୨୫-୨୭ ପଦକୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ କାହିଁକି ଲାଗୁ କଲେ? (ଇନସାଇଟ୍-୧ ୧୦୬୩ ¶୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଏବ୍ରୀ ୧:୧-୧୪ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୪)
ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ। ତାʼପରେ ରାଜ୍ୟ ଘରେ କʼଣ ହୁଏ ? ଭିଡିଓ ବିଷୟରେ କୁହନ୍ତୁ (କିନ୍ତୁ ତାକୁ ଚଲାନ୍ତୁ ନାହିଁ)। (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୯ ¶୧-୯, ଅଧିକ ବିବରଣୀ—୨୩, ୨୪
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୨୮ ଏବଂ ପ୍ରାର୍ଥନା