୨୬ ଅଗଷ୍ଟ–୧ ସେପ୍ଟେମ୍ବର
ଏବ୍ରୀ ୪-୬
ଗୀତ ୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ”: (୧୦ ମି.)
ଏବ୍ରୀ ୪:୧, ୪—ଈଶ୍ୱରଙ୍କ ବିଶ୍ରାମ ଦିନ କʼଣ, ତାହା ଜାଣନ୍ତୁ (ପ୍ର୧୧-ହି ୭/୧୫ ୨୪-୨୫ ¶୩-୫)
ଏବ୍ରୀ ୪:୬—ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ (ପ୍ର୧୧-ହି ୭/୧୫ ୨୫ ¶୬)
ଏବ୍ରୀ ୪:୯-୧୧—ଅବାଧ୍ୟ ହୁଅନ୍ତୁ ନାହିଁ (ପ୍ର୧୧-ହି ୭/୧୫ ୨୮ ¶୧୬-୧୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଏବ୍ରୀ ୪:୧୨—ଏହି ପଦରେ “ଈଶ୍ୱରଙ୍କ ବାକ୍ୟ” କʼଣ ? (ପ୍ର୧୬.୦୯-ହି ୧୩)
ଏବ୍ରୀ ୬:୧୭, ୧୮—ଏହି ପଦରେ ଥିବା “ଦୁଇ ଅପରିବର୍ତ୍ତନୀୟ ବିଷୟ” କʼଣ ? (ଇନସାଇଟ୍-୧ ୧୧୩୯ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଏବ୍ରୀ ୫:୧-୧୪ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୬)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ପ୍ରେମରେ ସ୍ଥିର (ହିନ୍ଦୀ) ୨୨୮-୨୨୯ ¶୭-୮ (ଶିଖାଇବା ଅଧ୍ୟୟନ ୧୨)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଭଲ କାମ ଯାହା ଈଶ୍ୱର ଭୁଲିବେ ନାହିଁ”: (୧୫ ମି.) ଆଲୋଚନା ବୈଥେଲ ସେବା ପାଇଁ ଆଗକୁ ଆସନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୯ ¶୧୦-୧୪, ଅଧିକ ବିବରଣୀ—୨୧, ୨୫
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୧୫ ଏବଂ ପ୍ରାର୍ଥନା