ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ
ଯିହୋବା ନିଜ ସଂଗଠନ ଜରିଆରେ ନିଜ ଉଦ୍ଦେଶ୍ୟ ବିଷୟରେ ଯାହା ଜଣାନ୍ତି, ତାʼ ଅନୁଯାୟୀ କାମ କରିବା ଦ୍ୱାରା ଆମେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିପାରିବା। ଆମେ ନିଜକୁ ପଚାରିବା ଉଚିତ୍: ‘ଯେତେବେଳେ ମତେ କିଛି ପରାମର୍ଶ ଦିଆଯାଏ, ମୁଁ କିପରି ମନୋଭାବ ଦେଖାଏ ? ଯେତେବେଳେ କୌଣସି ଶାସ୍ତ୍ରପଦ ବିଷୟରେ ଆମ ଜ୍ଞାନରେ କିଛି ପରିବର୍ତ୍ତନ ହୁଏ, ମୁଁ କିପରି ପ୍ରତିକ୍ରିୟା ଦେଖାଏ ?’
ମୁଁ ଜୀବନରେ କେଉଁ କେଉଁ ପରୀକ୍ଷାର ସାମନା କରେ, ଯାହାଫଳରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ମୋ ପାଇଁ କଷ୍ଟକର ହୁଏ ?