“ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି”
ପାଉଲ ଈଶ୍ୱରଙ୍କ ପ୍ରେରଣାରେ ତୀମଥିଙ୍କୁ ଲେଖିଥିବା ଶବ୍ଦଗୁଡ଼ିକରୁ ଆମେ ସାହସ ପାଇପାରିବା। ସୁସମାଚାରକୁ ନେଇ ଲଜ୍ଜିତ ହେବା ପରିବର୍ତ୍ତେ ଆମେ ସାହସର ସହିତ ନିଜ ବିଶ୍ୱାସ ବିଷୟରେ ଅନ୍ୟକୁ କହିବା ଉଚିତ୍। ଏହା ପାଇଁ ଆମକୁ “କ୍ଳେଶ ସହ୍ୟ” କରିବାକୁ ପଡ଼ୁ ପଛେ ଆମେ ସାହସ ଦେଖାଇପାରିବା।
କେଉଁ କେଉଁ ପରିସ୍ଥିତିରେ ମୋତେ ସାହସ ଦେଖାଇବାକୁ ହେବ ?