इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧-୭ ଏପ୍ରିଲ୍‌

୧ କରିନ୍ଥୀୟ ୭-୯

୧-୭ ଏପ୍ରିଲ୍‌
  • ଗୀତ ୧୩୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଅବିବାହିତ ରହିବା—ଏକ ଉପହାର”: (୧୦ ମି.)

    • ୧କରି ୭:୩୨—ଅବିବାହିତ ଖ୍ରୀଷ୍ଟିୟାନମାନେ ଯିହୋବାଙ୍କ ସେବାରେ ଅଧିକ କରିପାରନ୍ତି, କାରଣ ସେମାନଙ୍କୁ ବୈବାହିକ ଜୀବନର ଚିନ୍ତାଗୁଡ଼ିକ ନ ଥାଏ (ପ୍ର୧୧-ହି ୧/୧୫ ୧୮ ¶୩)

    • ୧କରି ୭:୩୩, ୩୪—ବିବାହିତ ଖ୍ରୀଷ୍ଟିୟାନମାନେ ‘ସାଂସାରିକ ବିଷୟରେ ଚିନ୍ତିତ’ ହୁଅନ୍ତି (ପ୍ର୦୮-ହି ୭/୧୫ ୨୭ ¶୧)

    • ୧କରି ୭:୩୭, ୩୮—ଯେଉଁ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ସେବା ଅଧିକ କରିବା ପାଇଁ ଅବିବାହିତ ରହନ୍ତି, ସେମାନେ ବିବାହିତ ଖ୍ରୀଷ୍ଟିୟାନମାନଙ୍କଠାରୁ ‘ଆହୁରି ଭଲ କରନ୍ତି’ (ପ୍ର୯୬-ହି ୧୦/୧୫ ୧୨-୧୩ ¶୧୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧କରି ୭:୧୧—ଜଣେ ଖ୍ରୀଷ୍ଟିୟାନ ହୁଏତ କେଉଁ କାରଣଗୁଡ଼ିକରୁ ନିଜ ଜୀବନସାଥୀଙ୍କଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇପାରେ ? [ପ୍ରେମରେ ସ୍ଥିର (ହିନ୍ଦୀ) ୨୫୧]

    • ୧କରି ୭:୩୬—ଖ୍ରୀଷ୍ଟିୟାନମାନେ କାହିଁକି “ଯୌବନାବସ୍ଥା ଗତ” ହେବା ପରେ ହିଁ ବିବାହ କରିବା ଉଚିତ୍‌ ? (ପ୍ର୦୦-ହି ୭/୧୫ ୩୧ ¶୨)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧କରି ୮:୧-୧୩ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା। ପଦର ଉପଯୁକ୍ତ ପରିଚୟ ଦେବା ଭିଡିଓ ଦେଖାନ୍ତୁ। ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୪ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୨-ହି ୧୧/୧୫ ୨୦—ବିଷୟବସ୍ତୁ: ଯେଉଁମାନେ ଅବିବାହିତ ରହିବାର ନିଷ୍ପତ୍ତି ନିଅନ୍ତି, କʼଣ ସେମାନଙ୍କୁ ଅବିବାହିତ ରହିବାର ଉପହାର ଅଲୌକିକ ଭାବେ ମିଳେ ? (ଶିଖାଇବା ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୭

  • ଆପଣଙ୍କ ଅବିବାହିତ ଜୀବନକୁ ସଫଳ କରନ୍ତୁ: (୧୫ ମି.) ଭିଡିଓ ଦେଖାନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଅନେକ ଅବିବାହିତ ଖ୍ରୀଷ୍ଟିୟାନ କେଉଁ ସମସ୍ୟାଗୁଡ଼ିକର ସାମନା କରନ୍ତି ? (୧କରି ୭:୩୯) ଯିଯ୍ତହଙ୍କ ଝିଅ କିପରି ଏକ ବଢ଼ିଆ ଉଦାହରଣ ରଖିଲେ ? ଯେଉଁମାନେ ସରଳାଚାରୀ ଅଟନ୍ତି ବା ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ଯିହୋବା କʼଣ ଦିଅନ୍ତି ? (ଗୀତ ୮୪:୧୧) ମଣ୍ଡଳୀର ଭାଇଭଉଣୀମାନେ ଅବିବାହିତ ଖ୍ରୀଷ୍ଟିୟାନମାନଙ୍କର ଉତ୍ସାହ କିପରି ବଢ଼ାଇପାରିବେ ? ଅବିବାହିତ ଖ୍ରୀଷ୍ଟିୟାନମାନେ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିପାରିବେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୨ ¶୧୮-୨୦, ପୃ ୨୭-୨୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୮୭ ଏବଂ ପ୍ରାର୍ଥନା