इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୯ ଏପ୍ରିଲ୍‌–୫ ମେ

୨ କରିନ୍ଥୀୟ ୧-୩

୨୯ ଏପ୍ରିଲ୍‌–୫ ମେ
  • ଗୀତ ୪୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଯିହୋବା—‘ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର’”: (୧୦ ମି.)

    • [୨ କରିନ୍ଥୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]

    • ୨କରି ୧:୩—ଯିହୋବା “ଦୟାମୟ ପିତା” ଅଟନ୍ତି (ପ୍ର୧୭.୦୭-ହି ୧୩ ¶୪)

    • ୨କରି ୧:୪—ଆମକୁ ଯେଉଁ ସାନ୍ତ୍ୱନା ଯିହୋବାଙ୍କଠାରୁ ମିଳେ, ସେହି ସାନ୍ତ୍ୱନା ଆମେ ଲୋକଙ୍କୁ ଦେଉ (ପ୍ର୧୭.୦୭-ହି ୧୫ ¶୧୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୨କରି ୧:୨୨—ପ୍ରତ୍ୟେକ ଅଭିଷିକ୍ତ ଖ୍ରୀଷ୍ଟିୟାନଙ୍କୁ କʼଣ “ବଇନା” ମିଳେ ଏବଂ ସେମାନଙ୍କ ଉପରେ କʼଣ “ମୁଦ୍ରାଙ୍କିତ” କରାଯାଏ ? (ପ୍ର୧୬.୦୪-ହି ୩୨)

    • ୨କରି ୨:୧୪-୧୬—ପାଉଲ ହୁଏତ କେଉଁ କଥାକୁ ଧ୍ୟାନରେ ରଖି “ବିଜୟଯାତ୍ରା” ବିଷୟରେ କହିଲେ ? (ପ୍ର୧୧-ହି ୪/୧୫ ୨୮)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୨କରି ୩:୧-୧୮ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ