इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୧-୩

ଯିହୋବା“ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର”

ଯିହୋବା“ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର”

୧:୩, ୪

ଯିହୋବା ଅନେକ ଉପାୟରେ ଦୁଃଖୀ ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ଗୋଟିଏ ଉପାୟ ହେଉଛି— ମଣ୍ଡଳୀର ଭାଇଭଉଣୀମାନଙ୍କ ଜରିଆରେ। ଯେଉଁମାନେ ନିଜର କୌଣସି ଆତ୍ମୀୟଙ୍କୁ ହରାଇଛନ୍ତି, ସେମାନଙ୍କୁ ଆମେ କିପରି ସାନ୍ତ୍ୱନା ଦେଇପାରିବା ?

  • ସେମାନେ କହିବା ବେଳେ ମଝିରେ ବାଧା ନ ଦେଇ ସେମାନଙ୍କ କଥା ଶୁଣନ୍ତୁ

  • ‘ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କରନ୍ତୁ।’ —ରୋମୀ ୧୨:୧୫

  • କାର୍ଡ଼, ଇମେଲ୍‌ କିମ୍ବା ମେସେଜ୍‌ରେ ସାହସ ବାନ୍ଧୁଥିବା କଥା ଲେଖି ସେମାନଙ୍କୁ ପଠାନ୍ତୁ।—ପ୍ର୧୭.୦୭-ହି ୧୫, ବକ୍ସ

  • ନିଜ ପ୍ରାର୍ଥନାରେ ସେମାନଙ୍କୁ ମନେ ପକାନ୍ତୁ ଏବଂ ସେମାନଙ୍କ ସହ ମିଶି ମଧ୍ୟ ପ୍ରାର୍ଥନା କରନ୍ତୁ