इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୮-୧୪ ଏପ୍ରିଲ୍‌

୧ କରିନ୍ଥୀୟ ୧୦-୧୩

୮-୧୪ ଏପ୍ରିଲ୍‌
  • ଗୀତ ୩୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଯିହୋବା ବିଶ୍ୱାସଯୋଗ୍ୟ ଅଟନ୍ତି”: (୧୦ ମି.)

    • ୧କରି ୧୦:୧୩—ଯିହୋବା ନିର୍ଣ୍ଣୟ କରନ୍ତି ନାହିଁ ଯେ ଆମ ପ୍ରତି କେଉଁସବୁ ପରୀକ୍ଷା ଆସିବା ଉଚିତ୍‌ (ପ୍ର୧୭.୦୨-ହି ୨୯-୩୦)

    • ୧କରି ୧୦:୧୩—“ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ,” ଆମେ ସେହିପରି ପରୀକ୍ଷାଗୁଡ଼ିକର ସାମନା କରୁ

    • ୧କରି ୧୦:୧୩—ଯଦି ଆମେ ଯିହୋବାଙ୍କଠାରେ ଭରସା ରଖୁ, ତେବେ ସେ ଆମକୁ ଯେକୌଣସି ପରୀକ୍ଷାକୁ ସହିବା ପାଇଁ ଶକ୍ତି ଦେବେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧କରି ୧୦:୮—ଏହି ପଦ କାହିଁକି କହେ ଯେ ଅନୈତିକ ଯୌନ ସମ୍ପର୍କ ରଖିବା ଯୋଗୁଁ ଗୋଟିଏ ଦିନରେ ୨୩,୦୦୦ ଇସ୍ରାଏଲୀୟଙ୍କର ମୃତ୍ୟୁ ହେଲା, କିନ୍ତୁ ଗଣନା ପୁସ୍ତକ ୨୫:୯ ପଦ କହେ ୨୪,୦୦୦ ଜଣଙ୍କର ମୃତ୍ୟୁ ହେଲା ? (ପ୍ର୦୪-ହି ୧୪/୧ ୨୯)

    • ୧କରି ୧୧:୫, ୬, ୧୦—ଯଦି ଜଣେ ଭଉଣୀ ଏକ ଖ୍ରୀଷ୍ଟିୟାନ ଭାଇଙ୍କ ଉପସ୍ଥିତିରେ ବାଇବଲ ଅଧ୍ୟୟନ ଚଲାନ୍ତି, ତେବେ କʼଣ ସେ ଓଢ଼ଣୀ ଦେବା ଉଚିତ୍‌ ? (ପ୍ର୧୫-ହି ୨/୧୫ ୩୦)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧କରି ୧୦:୧-୧୭ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ