୮-୧୪ ଏପ୍ରିଲ୍
୧ କରିନ୍ଥୀୟ ୧୦-୧୩
ଗୀତ ୩୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ବିଶ୍ୱାସଯୋଗ୍ୟ ଅଟନ୍ତି”: (୧୦ ମି.)
୧କରି ୧୦:୧୩—ଯିହୋବା ନିର୍ଣ୍ଣୟ କରନ୍ତି ନାହିଁ ଯେ ଆମ ପ୍ରତି କେଉଁସବୁ ପରୀକ୍ଷା ଆସିବା ଉଚିତ୍ (ପ୍ର୧୭.୦୨-ହି ୨୯-୩୦)
୧କରି ୧୦:୧୩—“ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ,” ଆମେ ସେହିପରି ପରୀକ୍ଷାଗୁଡ଼ିକର ସାମନା କରୁ
୧କରି ୧୦:୧୩—ଯଦି ଆମେ ଯିହୋବାଙ୍କଠାରେ ଭରସା ରଖୁ, ତେବେ ସେ ଆମକୁ ଯେକୌଣସି ପରୀକ୍ଷାକୁ ସହିବା ପାଇଁ ଶକ୍ତି ଦେବେ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧କରି ୧୦:୮—ଏହି ପଦ କାହିଁକି କହେ ଯେ ଅନୈତିକ ଯୌନ ସମ୍ପର୍କ ରଖିବା ଯୋଗୁଁ ଗୋଟିଏ ଦିନରେ ୨୩,୦୦୦ ଇସ୍ରାଏଲୀୟଙ୍କର ମୃତ୍ୟୁ ହେଲା, କିନ୍ତୁ ଗଣନା ପୁସ୍ତକ ୨୫:୯ ପଦ କହେ ୨୪,୦୦୦ ଜଣଙ୍କର ମୃତ୍ୟୁ ହେଲା ? (ପ୍ର୦୪-ହି ୧୪/୧ ୨୯)
୧କରି ୧୧:୫, ୬, ୧୦—ଯଦି ଜଣେ ଭଉଣୀ ଏକ ଖ୍ରୀଷ୍ଟିୟାନ ଭାଇଙ୍କ ଉପସ୍ଥିତିରେ ବାଇବଲ ଅଧ୍ୟୟନ ଚଲାନ୍ତି, ତେବେ କʼଣ ସେ ଓଢ଼ଣୀ ଦେବା ଉଚିତ୍ ? (ପ୍ର୧୫-ହି ୨/୧୫ ୩୦)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧କରି ୧୦:୧-୧୭ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୧)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ଏକ ପ୍ରକାଶନ ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
‘ଶରୀରର ସମସ୍ତ ଅଙ୍ଗ ପ୍ରୟୋଜନୀୟ’ (୧କରି ୧୨:୨୨): (୧୦ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ।
“ଆପଣ ସ୍ମାରକ ପାଇଁ କିପରି ପ୍ରସ୍ତୁତି କରିବେ ?”: (୫ ମି.) ଭାଷଣ। ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତୁ ଯେ ଯିହୋବା ଓ ଯୀଶୁ ଆମକୁ ଯେଉଁ ପ୍ରେମ ଦେଖାଇଛନ୍ତି, ସେବିଷୟରେ ସ୍ମାରକର ଋତୁରେ ଚିନ୍ତନ କରିବେ ଏବଂ ସେମାନଙ୍କ ପାଇଁ ନିଜ କୃତଜ୍ଞତା ବଢ଼ାଇବେ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୩ ¶୧-୧୦, ଅଧିକ ବିବରଣୀ–୬-୯
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୪୭ ଏବଂ ପ୍ରାର୍ଥନା