ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ଏପ୍ରିଲ୍ ୨୦୨୦

ପ୍ରଚାର କରିବାର ନମୁନା

ମଣିଷମାନଙ୍କ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ଏବଂ ଏହା କିପରି ପୂରଣ ହେବ, ସେବିଷୟରେ ପ୍ରଚାର କରିବାର ନମୁନା ଅନୁକ୍ରମ ।

୬-୧୨ ଏପ୍ରିଲ୍‌

ଯୀଶୁଙ୍କ ମୃତ୍ୟୁର ସ୍ମାରକ ସମାରୋହ ପାଇଁ ଆପଣ ନିଜ ହୃଦୟକୁ କିପରି ପ୍ରସ୍ତୁତ କରିବେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ

ଆପଣ କିପରି ଅନ୍ୟମାନଙ୍କ ସହ ଶାନ୍ତି ବଜାୟ ରଖିପାରିବେ କିମ୍ବା ରାଗ ରୁଷା ଥିଲେ ବୁଝାମଣା କରିପାରିବେ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?

ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଆପଣ କେତେ ପରିଶ୍ରମ କରିବାକୁ ଚାହାନ୍ତି ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

ଆପଣ ଜୀବନରେ କେଉଁ ବିଷୟକୁ ଅଧିକ ମହତ୍ତ୍ୱ ଦିଅନ୍ତି, ତାହା ଆପଣଙ୍କ ଚାକିରି କିମ୍ବା କାମଧନ୍ଦାରୁ କିପରି ଜଣାପଡ଼େ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କୁସଙ୍ଗତିର ଭୟଙ୍କର ପରିଣାମ

ଆପଣ କିପରି ଜାଣିପାରିବେ ଯେ କାହା ସହ ସଙ୍ଗତି କରିବା ଉଚିତ୍‌ ଏବଂ କାହା ସହ ନୁହେଁ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

‘ସବୁ ବିଦେଶୀୟ ଦେବତାଙ୍କୁ ଦୂର କର’

ଆପଣ କିପରି ଯିହୋବାଙ୍କୁ ଖୁସି କରିପାରିବେ ଏବଂ ଦୁଷ୍ଟ ସ୍ୱର୍ଗଦୂତମାନଙ୍କର ପ୍ରଭାବଠାରୁ ଦୂରେଇ ରହିପାରିବେ ?