इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୩-୧୯ ଏପ୍ରିଲ୍‌

ଆଦି ପୁସ୍ତକ ୩୧

୧୩-୧୯ ଏପ୍ରିଲ୍‌
  • ଗୀତ ୧୧୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ”: (୧୦ ମି.)

    • ଆଦି ୩୧:୪୪-୪୬—ଯାକୁବ ଓ ଲାବନ ପଥରର ଏକ ସ୍ତୁପ ତିଆରି କଲେ ଏବଂ ସେମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିର ଚିହ୍ନ ଭାବରେ ସେହି ସ୍ତୁପ ଉପରେ ଭୋଜନ କଲେ (ନସାଇଟ୍‌-୧ ୮୮୩ ¶୧)

    • ଆଦି ୩୧:୪୭-୫୦—ସେମାନେ ସେହି ଜାଗାର ନାମ ଗଲ-ୟଦ୍‌ ଓ ପ୍ରହରୀ-ସ୍ଥାନ ରଖିଲେ (ଇନସାଇଟ୍‌-୨ ୧୧୭୨)

    • ଆଦି ୩୧:୫୧-୫୩—ସେମାନେ ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଜ୍ଞା କଲେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୧:୧୯—ରାହେଲ ନିଜ ପିତାର ଠାକୁରମାନଙ୍କୁ କାହିଁକି ଚୋରି କରିଥିବ ? (ଇନସାଇଟ୍‌-୨ ୧୦୮୭-୧୦୮୮)

    • ଆଦି ୩୧:୪୧, ୪୨—‘ନିର୍ଦ୍ଦୟୀ’ ମାଲିକମାନଙ୍କ ସହ ଆମେ କିପରି ବ୍ୟବହାର ଦେଖାଇବା, ସେବିଷୟରେ ଯାକୁବଙ୍କଠାରୁ କʼଣ ଶିଖୁ ? (୧ପିତ ୨:୧୮; ପ୍ର୧୩-ହି ୩/୧୫ ୨୧ ¶୮)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୧:୧-୧୮ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା। ଭିଡିଓ ଦେଖାନ୍ତୁ। ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଭଉଣୀ କିପରି ପଦକୁ ସ୍ପଷ୍ଟ ଭାବେ ବୁଝାଇଲେ ? ବ୍ୟକ୍ତି ଜଣଙ୍କୁ ପୁଣିଥରେ ଭେଟିବା ପାଇଁ ସେ କʼଣ କହିଲେ ?

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୪)

  • ପ୍ରଥମ ସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ଖୁସିର ଖବର ପୁସ୍ତିକା ଦିଅନ୍ତୁ ଏବଂ ପାଠ ୫ ସାହାଯ୍ୟରେ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ। (ଶିଖାଇବା  ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ