इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୧

ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ

ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ

୩୧:୪୪-୫୩

ଯାକୁବ ଓ ଲାବନ କାହିଁକି ପଥରର ଏକ ସ୍ତୁପ ତିଆରି କଲେ ?

  • ସେମାନେ ଶାନ୍ତିର ଏକ ଚୁକ୍ତି କରିଥିଲେ ବୋଲି ଏହା ଲୋକଙ୍କ ପାଇଁ ଏକ ଚିହ୍ନ ହୁଅନ୍ତା

  • ସେମାନେ ଶାନ୍ତିର ଚୁକ୍ତିକୁ ପାଳନ କରୁଛନ୍ତି କି ନାହିଁ, ତାହା ଯିହୋବା ଦେଖୁଛନ୍ତି ବୋଲି ଏହା ସେମାନଙ୍କୁ ମନେ ପକାଇ ଦିଅନ୍ତା

ଆଜି ମଧ୍ୟ ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି ରହୁ। ଶାନ୍ତି ବଜାୟ ରଖିବାରେ କିମ୍ବା ରାଗ ରୁଷା ଥିଲେ ବୁଝାମଣା କରିବାରେ ଆଗକୁ ଥିବା ତିନୋଟି ପଦକ୍ଷେପ ଆମକୁ କିପରି ସାହାଯ୍ୟ କରିବ ?