इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୦-୨୬ ଏପ୍ରିଲ୍‌

ଆଦି ପୁସ୍ତକ ୩୨-୩୩

୨୦-୨୬ ଏପ୍ରିଲ୍‌
  • ଗୀତ ୨୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?”: (୧୦ ମି.)

    • ଆଦି ୩୨:୨୪—ଯାକୁବ ଜଣେ ସ୍ୱର୍ଗଦୂତଙ୍କ ସହିତ ମଲ୍ଲଯୁଦ୍ଧ କଲେ (ପ୍ର୦୩-ହି ୮/୧୫ ୨୫ ¶୩)

    • ଆଦି ୩୨:୨୫, ୨୬—ଯାକୁବ ସ୍ୱର୍ଗଦୂତଙ୍କଠାରୁ ଆଶୀର୍ବାଦ ନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିଲେ ନାହିଁ (ଇନସାଇଟ୍‌-୨ ୧୯୦)

    • ଆଦି ୩୨:୨୭, ୨୮—ଯାକୁବ ହାର୍‌ ମାନିଲେ ନାହିଁ, ତେଣୁ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାଇଲେ (ଇନସାଇଟ୍‌-୧ ୧୨୨୮)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୨:୧୧, ୧୩-୧୫—ଯାକୁବ ଏଷୌଙ୍କ ସହ ବୁଝାମଣା କରିବା ପାଇଁ ବହୁତ ପରିଶ୍ରମ କଲେ, ଆମେ ତାଙ୍କ ଭଳି କିପରି ହୋଇପାରିବା ? (ପ୍ର୧୦-ହି ୬/୧୫ ୨୨ ¶୧୦-୧୧)

    • ଆଦି ୩୩:୨୦—ଯାକୁବ ଏକ ବେଦିର ନାମ “ପରମେଶ୍ୱର ଇସ୍ରାଏଲର ପରମେଶ୍ୱର” କାହିଁକି ରଖିଲେ ? (ଇନସାଇଟ୍‌-୧ ୯୮୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୨:୧-୨୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ