इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୭ ଏପ୍ରିଲ୍‌–୩ ମେ

ଆଦି ପୁସ୍ତକ ୩୪-୩୫

୨୭ ଏପ୍ରିଲ୍‌–୩ ମେ
  • ଗୀତ ୨୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • କୁସଙ୍ଗତିର ଭୟଙ୍କର ପରିଣାମ: (୧୦ ମି.)

    • ଆଦି ୩୪:୧—ଦୀଣା କିଣାନର ଯୁବତୀମାନଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କ ପାଖକୁ ବାରମ୍ବାର ଯାଉଥିଲା (ପ୍ର୯୭-ହି ୨/୧ ୩୦ ¶୪)

    • ଆଦି ୩୪:୨—ଶିଖିମ ଦୀଣା ସହ ଶୟନ କରି ତାକୁ ଭ୍ରଷ୍ଟା କଲା (ପ୍ରେମରେ ସ୍ଥିର ପୃ ୧୨୪ ¶୧୪)

    • ଆଦି ୩୪:୭, ୨୫—ଶିମୀୟୋନ୍‌ ଓ ଲେବୀ, ଶିଖିମକୁ ଏବଂ ନଗରରେ ଥିବା ସବୁ ପୁରୁଷମାନଙ୍କୁ ହତ୍ୟା କଲେ (ପ୍ର୧୦-ହି ୧/୧ ୧୧ ¶୧-୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୫:୮—ଦବୋରା କିଏ ଥିଲେ ଏବଂ ଆମେ ତାଙ୍କଠାରୁ କʼଣ ଶିଖିପାରିବା ? (ଇନସାଇଟ୍‌-୧ ୬୦୦ ¶୪)

    • ଆଦି ୩୫:୨୨-୨୬—ଖ୍ରୀଷ୍ଟଙ୍କ ପୂର୍ବପୁରୁଷ ହେବା ପାଇଁ ପ୍ରଥମଜାତ ସନ୍ତାନ ହେବା କାହିଁକି ଜରୁରୀ ନ ଥିଲା ? (ପ୍ର୧୭.୧୨-ହି ୧୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୪:୧-୧୯ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ