इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୪-୩୫

କୁସଙ୍ଗତିର ଭୟଙ୍କର ପରିଣାମ

କୁସଙ୍ଗତିର ଭୟଙ୍କର ପରିଣାମ

୩୪:୧, ୨, ୭, ୨୫

ହୁଏତ ଆମ ସହକର୍ମୀ, ଆମ ପଡ଼ୋଶୀ କିମ୍ବା ଆମ ସହପାଠୀମାନଙ୍କଠାରେ କିଛି ଭଲ ଗୁଣ ଦେଖାଯାଏ। କିନ୍ତୁ କʼଣ ଏହାର ଅର୍ଥ ସେମାନେ ଆମର ଭଲ ସାଙ୍ଗ ଅଟନ୍ତି ? ଆମେ କିପରି ଜାଣିପାରିବା ଯେ କାହା ସହ ଆମେ ସଙ୍ଗତି କରିବା ଉଚିତ୍‌ ଏବଂ କାହା ସହ ନୁହେଁ ?

  • କʼଣ ମୋର ସାଙ୍ଗମାନେ ମୋତେ ଯିହୋବାଙ୍କ ସହ ମୋ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ?

  • ମୋର ସାଙ୍ଗମାନେ ସବୁବେଳେ କେଉଁ ବିଷୟଗୁଡ଼ିକ ଉପରେ କଥା ହୁଅନ୍ତି ?—ମାଥି ୧୨:୩୪

ନିଜକୁ ପଚାରନ୍ତୁ, ‘ମୋ ସାଙ୍ଗମାନଙ୍କର ମୋ ଉପରେ ଏବଂ ଯିହୋବାଙ୍କ ସହ ମୋ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ୁଛି ?’