୧୧-୧୭ ଜାନୁୟାରୀ
ଲେବୀ ପୁସ୍ତକ ୨୦-୨୧
ଗୀତ ୮୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଲେବୀ ୨୧:୫—ବ୍ୟବସ୍ଥାରେ ଶରୀରକୁ କ୍ଷତବିକ୍ଷତ ନ କରିବା ପାଇଁ କାହିଁକି କୁହାଯାଇଥିଲା ? (ପ୍ର୦୪-ହି ୯/୧୫ ପୃ ୨୭ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଲେବୀ ୨୦:୧-୧୩ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ପ୍ରାର୍ଥନା—୧ଯୋହ ୫:୧୪ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୫ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଖୁସିର ଖବର ପୁସ୍ତିକା ଦିଅନ୍ତୁ ଏବଂ ପାଠ ୧୨ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ନିଜ ବିବାହ ବନ୍ଧନକୁ ମଜବୁତ୍ ରଖନ୍ତୁ”: (୧୫ ମି.) ଆଲୋଚନା; ‘ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ’—ପ୍ରତିଯୋଗିତାର ନିୟମ ପାଳନ କରନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୪ ¶୧୦-୧୭, ଅଧିକ ବିବରଣୀ–୩୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୫ ଏବଂ ପ୍ରାର୍ଥନା