इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି

ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି

ଆମେ ଯିହୋବାଙ୍କ ସବୁ ନିୟମ ମାନିବା ଉଚିତ୍‌ (ଲେବୀ ୨୦:୨୨, ୨୩; ପ୍ର୦୪-ହି ୧୦/୧୫ ପୃ ୧୧ ¶୧୨)

ଯିହୋବାଙ୍କ ଏକ ପ୍ରତିଜ୍ଞାର ଆମେ ଉତ୍ତରାଧିକାରୀ ହେବା (ଲେବୀ ୨୦:୨୪; ଇନସାଇଟ୍‌-୧ ପୃ ୧୧୯୯)

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନଙ୍କର ଉପାସନା ଶୁଦ୍ଧ ହେଉ (ଲେବୀ ୨୦:୨୫, ୨୬; ଇନସାଇଟ୍‌-୧ ପୃ ୩୧୭ ¶୨)

ଯିହୋବା ଏପରି ଲୋକମାନଙ୍କୁ ଆଶିଷ ଦିଅନ୍ତି, ଯେଉଁମାନେ ତାହାଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତି । ଯଦି ଆମେ ଚାହୁଁ ଯେ ଯିହୋବାଙ୍କ ଆଶିଷ ଆମ ଉପରେ ସର୍ବଦା ରହୁ, ତେବେ ଆମକୁ ଜଗତ ଓ ଏହାର ଅଶୁଦ୍ଧ କାମଗୁଡ଼ିକଠାରୁ ଦୂରେଇ ରହିବାକୁ ହେବ ।

ନିଜକୁ ପଚାରନ୍ତୁ, ଏପରି ଚିକିତ୍ସାଗୁଡ଼ିକ କʼଣ ଯାହା ଯିହୋବାଙ୍କୁ ଦୁଃଖିତ କରେ ଏବଂ ମୁଁ ସେଗୁଡ଼ିକଠାରୁ କିପରି ଦୂରେଇ ରହିପାରିବି ?