ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଲେବୀୟମାନଙ୍କ ସେବା
ଯିହୋବା ଇସ୍ରାଏଲୀୟମାନଙ୍କର ସବୁ ଜ୍ୟେଷ୍ଠ ପୁତ୍ରମାନଙ୍କ ଜାଗାରେ ଲେବୀୟମାନଙ୍କୁ ନେଇଥିଲେ (ଗଣ ୩:୧୧-୧୩; ଇନସାଇଟ୍ -୨ ପୃ ୬୮୩ ¶୩)
ଲେବୀୟମାନଙ୍କୁ କିଛି ବିଶେଷ ପ୍ରକାରର ସେବା କରିବାର ଦାୟିତ୍ୱ ଦିଆଯାଇଥିଲା (ଗଣ ୩:୨୫, ୨୬, ୩୧, ୩୬, ୩୭; ଇନସାଇଟ୍-୨ ପୃ ୨୪୧)
ଅଧିକାଂଶ ଲେବୀୟମାନେ ୩୦ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ସେବା କରୁଥିଲେ (ଗଣ ୪:୪୬-୪୮; ଇନସାଇଟ୍ -୨ ପୃ ୨୪୧)
ଯାଜକ କାମ ହାରୋଣଙ୍କ ପରିବାରର ପୁରୁଷମାନଙ୍କୁ ଦିଆଯାଇଥିଲା । ଲେବୀୟ ଗୋଷ୍ଠୀର ଅନ୍ୟ ପୁରୁଷମାନେ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଠିକ୍ ସେହିପରି ଆଜି ମଣ୍ଡଳୀଗୁଡ଼ିକରେ କିଛି ଭାଇମାନେ ବଡ଼ ବଡ଼ ଦାୟିତ୍ୱ ତୁଲାନ୍ତି ଏବଂ ଅନ୍ୟ ଭାଇମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ।