୧୮-୨୪ ଜାନୁୟାରୀ
ଲେବୀ ପୁସ୍ତକ ୨୨-୨୩
ଗୀତ ୮୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଲେବୀ ୨୨:୨୧, ୨୨—ଯିହୋବାଙ୍କ ପାଇଁ ଆମ ପ୍ରେମ କାହିଁକି କମ୍ ହେବା ଉଚିତ୍ ନୁହେଁ ଏବଂ ଆମେ କାହିଁକି ସମ୍ପୂର୍ଣ୍ଣ ଭାବେ ତାହାଙ୍କ ବିଶ୍ୱସ୍ତ ରହିବା ଉଚିତ୍ ? (ପ୍ର୧୯.୦୨-ହି ପୃ ୩ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଲେବୀ ୨୩:୯-୨୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଏକ ପତ୍ରିକା ଦିଅନ୍ତୁ, ଯେଉଁଥିରେ ଘରମାଲିକ ଉଠାଇଥିବା ବିଷୟ ଉପରେ ଆଧାରିତ ଲେଖା ଅଛି । (ଶିଖାଇବା ଅଧ୍ୟୟନ ୧୩)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଭାଷଣ: (୫ ମି.) ପ୍ର୦୭-ଇଂ ୭/୧୫ ପୃ ୨୬—ବିଷୟବସ୍ତୁ: କିଏ ଯବର ପ୍ରଥମ କଟା ଶସ୍ୟର ବିଡ଼ା ପବିତ୍ର ସ୍ଥାନକୁ ନେଇ ଯାଉଥିଲେ ? (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍ କରିବାର ସୁଯୋଗ”: (୧୫ ମି.) ଆଲୋଚନା; “ପ୍ରେମ କଦାପି ଶେଷ ହୁଏ ନାହିଁ !” ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୪ ¶୧୮-୧୯, ପୃ ୧୯୬-୧୯୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୫ ଏବଂ ପ୍ରାର୍ଥନା