୨୨-୨୮ ଫେବୃୟାରୀ
ଗଣନା ପୁସ୍ତକ ୫-୬
ଗୀତ ୮୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କʼଣ ଆପଣଙ୍କଠାରେ ନାସରୀୟମାନଙ୍କ ଭଳି ମନୋଭାବ ଅଛି ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୬:୬, ୭—ଶାମ୍ଶୋନ୍ ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ଶବକୁ ସେ ଛୁଇଁଥିବା ସତ୍ତ୍ୱେ କିପରି ନାସରୀୟ ହୋଇ ରହିଲେ ? (ପ୍ର୦୫-ହି ୧/୧୫ ପୃ ୩୦ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୫:୧-୧୮ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଯିହୋବାଙ୍କ ସାକ୍ଷୀ —ଆମେ କିଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ଭାଷଣ: (୫ ମି.) ପ୍ର୦୬-ହି ୧/୧୫ ପୃ ୩୨—ବିଷୟବସ୍ତୁ: ଏପରି ଏକ ଆବିଷ୍କାର ଯାହା ବାଇବଲକୁ ସତ୍ୟ ପ୍ରମାଣିତ କରେ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?”: (୫ ମି.) ଆଲୋଚନା
୨୭ ଫେବୃୟାରୀ ଶନିବାରରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ: (୧୦ ମି.) ଆଲୋଚନା; ସଭାରେ ଆସିଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ତାʼ ବିଷୟରେ କୁହନ୍ତୁ । ଏହା ମଧ୍ୟ କୁହନ୍ତୁ ଯେ ପୂରା ଅଞ୍ଚଳରେ ନିମନ୍ତ୍ରଣ ପତ୍ର ଦେବା ପାଇଁ ମଣ୍ଡଳୀ କʼଣ କʼଣ ବ୍ୟବସ୍ଥା କରିଛି । ନିମନ୍ତ୍ରଣ ପତ୍ର ଦେବାର ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ କେତେବେଳେ ଦେଖାଇବା ଉଚିତ୍ ? କେଉଁ କଥାରୁ ଜଣାପଡ଼େ ଯେ ଜଣେ ବ୍ୟକ୍ତିଙ୍କଠାରେ ଆଗ୍ରହ ଅଛି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୬ ¶୧୦-୧୮, ଅଧିକ ବିବରଣୀ–୩୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୨ ଏବଂ ପ୍ରାର୍ଥନା